27 ଜିସୁ ସେମନ୍କେ କଇଲା, “ ବିସ୍ରାମ୍ବାର୍ ଲକ୍ମନର୍ ସାଇଜର୍ପାଇ ଅଇଲା ଆଚେ, ସେଟା ଲକ୍ମନ୍କେ ବିଜାର୍ କର୍ବାକେ ଅଏନାଇ ।
ତେବର୍ପାଇ ପର୍ମେସର୍ ପାଟାଇଲା ନର୍ପିଲା ମୁଇ ବିସ୍ରାମ୍ବାରେ ଲକ୍ମନ୍ କାଇଟା କର୍ବାର୍ ଆଚେ, କାଇଟା କର୍ବାର୍ ନାଇ, ସେଟା କଇବାର୍ ମର୍ ଅଦିକାର୍ ଆଚେ ।”
ତେଇ ଜିସୁ ସେମନ୍କେ କଇଲା, “ମୁଇ ତମ୍କେ ପାଚାର୍ଲିନି, ବିସ୍ରାମ୍ବାରେ ବିଦି ଇସାବେ କାଇଟା କର୍ବାର୍ ? ନିକ କର୍ବାର୍ କି କାରାପ୍ କର୍ବାର୍ ? ଜିବନ୍ ବଁଚାଇବାର୍ କି ମରାଇବାର୍ ?”
ଜଦି ବିସ୍ରାମ୍ବାରେ ଗଟେକ୍ ପିଲାକେ ସୁନତ୍ କରାଇବାକେ ମସାର୍ ନିୟମ୍ ମାନାସ୍ ନାଇ, ମୁଇ ଜଦି ବିସ୍ରାମ୍ବାରେ ଗଟେକ୍ ଲକ୍କେ ପୁରାପୁରୁନ୍ ନିକ କଲେ, କାଇକେ ରିସା ଅଇଗାଲାସ୍ନି ?
ତେବର୍ପାଇ ଜେତ୍କି ସବୁ ସାଦ୍ନା ବାନ୍ଦ୍ନା ଆଇଲାନି, ସେ ସବୁ ବିସଇ ତମର୍ ମଙ୍ଗଲର୍ପାଇ ସେ ଅଇଲାନି । ପର୍ମେସରର୍ ଜିବନ୍ ଦୁକାଇଲାଟା ଅଦିକ୍ ଅଦିକ୍ ଅଇକରି ଲକ୍ମନର୍ଟାନେ କେଟ୍ସି, ଆରି ସେମନ୍ ସବୁଲକ୍ ତାକେ ଦନିଅବାଦ୍ ଦେବାଇ ।
ତେବର୍ପାଇ ତମର୍ କାଇବା, ପିଇବା, ବିସଇ ଅ କି ତାକର୍ କେତେଟା ପରବ୍ଚନ୍ଦ୍ଟାନେ କି ଉଆଁସ୍ରାତି ବେଲେ କି ବିସ୍ରାମ୍ବାରେ ତମେ ମିସାସ୍ନାଇ, ବଲି କାକେ ବିଚାର୍ କର୍ବାକେ ଦିଆସ୍ନାଇ ।