22 ଆରି କେ ନୁଆ ଅଙ୍ଗୁର୍ ରସ୍ ପୁର୍ନା ଚାମ୍ ସଙ୍ଗ୍ ତିଆର୍ କଲା ମୁନାଇ ନ ସଙ୍ଗଅତ୍, ସଙ୍ଗଇଲେ ସେ ଅଙ୍ଗୁର୍ ରସ୍ ଆରି ଚାମ୍ ମୁନା ନସିଜାଇସି । ନାଇ ନୁଆ ଅଙ୍ଗୁର୍ ରସ୍ ନୁଆ ଚାମ୍ ମୁନାଇ ସଙ୍ଗଇବାର୍ ଆଚେ ।”
ଆରି, କେ ମିସା ନୁଆ ଅଙ୍ଗୁର୍ ରସ୍, ଚାମ୍ ସଙ୍ଗ୍ ତିଆର୍ ଅଇଲା ପୁର୍ନା ମୁନାଇ ବେସି ଦିନ୍ ନ ସଙ୍ଗଅତ୍, ସଙ୍ଗଇଲେ ମୁନା ପାଟିଜାଇସି ଆରି ରସ୍ ଚିଡ୍ତେ ଡାଲି ଅଇଜାଇସି । ସେଟାର୍ ପାଇ ନୁଆ ରସ୍ ନୁଆ ମୁନାଇ ସଙ୍ଗଇବାଇ । ଏନ୍ତି ସଙ୍ଗଇଲେ ମୁନା ଆରି ରସ୍ ଦୁଇଟା ଜାକ ନସ୍ଟ ନ ଅଏ ।
“କେ ନୁଆ ଲୁଗାର୍ ଗର୍ଣ୍ଡା ପୁର୍ନା ଲୁଗାଇ ନ ସିଲାଏ, ସିଲାଇଲେ ନୁଆ ଗର୍ଣ୍ଡା ପୁର୍ନା ଲୁଗାକେ ଅଦିକ୍ ଚିରି ପାକାଇସି, ଆରି ଅଦିକ୍ ବଡ୍ଟା କାଣା କରିଦେଇସି ।
ଜିସୁ ତରେକ୍ ବିସ୍ରାମ୍ବାରେ ତାସ୍ ରଇବା କେତ୍ ବାଟେ ଜାଇତେ ରଇଲା, ଆରି ଜିବାବେଲେ ତାର୍ ସିସ୍ମନ୍ ଦାନ୍ କେଡ୍ ଚିଡାଇତେ ଗାଲାଇ ।