8 ସେ ମାଇଜିମନ୍ ବେସି କାବା ଅଇଜାଇ, ତର୍ତରି ଜାଇକରି ସେ ଜାଗାଇଅନି ବାରଇକରି ପାଲାଇଲାଇ ଆରି ସେମନ୍ ବେସି ଡରିଜାଇକରି କାକେ ମିସା କାଇବଲି କଅତ୍ନାଇ ।
ଏ କାତାସୁନି ସେମନ୍ ଦାପ୍ରେ କବର୍ଦେଲା ଟାନେଅନି ସିସ୍ମନର୍ ଲଗେ ପାଲାଇଲାଇ । ଡରିକରି ରଇଲେ ମିସା, ତାକର୍ ମନେ ବେସି ସାର୍ଦା ଜାନିପାର୍ତେ ରଇଲାଇ ।
ସାରାସାରି ଜାକ ଜିସୁ ସିକିଆ ଦେବାଟାନେ ଏ ସବୁ କାତା ସୁନିକରି ଲକ୍ମନ୍ କାବା ଅଇଗାଲାଇ ।
“ତମେ ଜାଇକରି ତାର୍ ସିସ୍ମନ୍କେ ଆରି ପିତର୍କେ ବାଇଦରେ କୁଆ, ତମେ ଜିବା ଆଗ୍ତୁ ଜିସୁ ଗାଲିଲି ଗଡେ ଗାଲା ଆଚେ । ସେ ତମ୍କେ ଜେନ୍ତି କଇରଇଲା, ସେନ୍ତିସେ ଗାଲିଲି ଗଡେ ତାକେ ଦେକ୍ସା ।” ବଲି କଇଲା ।
ଜିସୁ ମଲାଟାନେଅନି ଉଟ୍ଲା ଆଟର୍ ପର୍ତୁମ୍ ଦିନର୍ ସାକାଲେ ଜନ୍ ମାଇଜିଟାନେଅନି ଜିସୁ ସାତ୍ଟା ଡୁମାମନ୍କେ କେଦିରଇଲା, ମଗ୍ଦଲିନି ନାଉଁର୍ ମରିୟମ୍କେ ପର୍ତୁମ୍ ଦେକାଇଅଇଲା ।
ତାଲା, ମୁନା କି ପାଣ୍ଡଇ ମିସା ନିଆନାଇ, ଆରି ବାଟେ କାକେ ଜୁଆର୍ କରାନାଇ ।
ମାତର୍ ସେମନ୍ ସବୁ ଲକ୍ ଏଟା ଗଟେକ୍ ବୁତ୍ ଦେକ୍ଲୁନି ବଲି ଡରିଗାଲାଇ ।