7 “ତମେ ଜାଇକରି ତାର୍ ସିସ୍ମନ୍କେ ଆରି ପିତର୍କେ ବାଇଦରେ କୁଆ, ତମେ ଜିବା ଆଗ୍ତୁ ଜିସୁ ଗାଲିଲି ଗଡେ ଗାଲା ଆଚେ । ସେ ତମ୍କେ ଜେନ୍ତି କଇରଇଲା, ସେନ୍ତିସେ ଗାଲିଲି ଗଡେ ତାକେ ଦେକ୍ସା ।” ବଲି କଇଲା ।
ମାତର୍ ମୁଇ ମରିକରି ଆରି ତର୍ ଉଟ୍ଲା ପଚେ, ତମର୍ ଆଗ୍ତୁ ଆଗ୍ତୁ ଗାଲିଲି ରାଇଜେ ଜିବି ।”
ଜିସୁ ସେମନ୍କେ କଇଲା, “ଡରା ନାଇ । ମର୍ ବାଇମନ୍କେ କୁଆ, ସେମନ୍ ଗାଲିଲି ଆସତ୍ । ତେଇ ସେମନ୍ ମକେ ଦେକ୍ବାଇ ।”
“ତମେ ଦାପ୍ରେ ଜାଇ ତାର୍ ସିସ୍ମନ୍କେ କୁଆ, ସେ ଆରି ତରେକ୍ ଜିବନ୍ ଅଇଆଚେ ଆରି ତମର୍ ଆଗେ ଆଗେ ଗାଲିଲି ଗାଲା ଆଚେ । ତମେ ତେଇ ତାକେ ଦେକ୍ସା । ମୁଇ ଜାଇଟା କଇଲି ମନେ ରକିରୁଆ ।”
“ମାତର୍ ମୁଇ ମଲାଟାନେଅନି ଆରିତରେକ୍ ଉଟ୍ଲାପଚେ, ତମେ ଗାଲିଲି ଦେସେ ଜିବା ଆଗ୍ତୁ, ମୁଇ ତମର୍ ଆଗ୍ତୁ ଆଗ୍ତୁ ଗାଲିଲି ରାଇଜେ ଜିବି ।”
ସେବେଲା ଜିସୁର୍ ସିସ୍ମନ୍ ତାକେ ଚାଡି ଉଟିପାଲାଇଲାଇ ।
ସେ ମାଇଜିମନ୍ ବେସି କାବା ଅଇଜାଇ, ତର୍ତରି ଜାଇକରି ସେ ଜାଗାଇଅନି ବାରଇକରି ପାଲାଇଲାଇ ଆରି ସେମନ୍ ବେସି ଡରିଜାଇକରି କାକେ ମିସା କାଇବଲି କଅତ୍ନାଇ ।
ତାର୍ ପଚେ ଜିସୁ ନିଜେ ଆରି ତରେକ୍ ସିସ୍ମନ୍କେ ତିବିରିଆର୍ ଗାଡ୍ପାଲି ଦେକାଇଅଇଲା । ସେଟା ଏନ୍ତି ଅଇଲା ।
ବେସି ଦିନ୍ ଜାକ, ତାର୍ ସଙ୍ଗ୍ ଗାଲିଲିଅନି ଜିରୁସାଲମ୍ ଆଇବାଜିବା ଲକ୍ମନ୍ ତାକେ ଦେକ୍ଲାଇ । ଏବେ ସେମନ୍ ଇସ୍ରାଏଲ୍ ଲକ୍ମନର୍ତେଇ ତାର୍ ସାକି ଆଚତ୍ ।
ସେ ପିତର୍ ଆରି ତାର୍ ବାର୍ଟା ପେରିତ୍ ସିସ୍ମନ୍କେ ଦର୍ସନ୍ଦେଲା ।
ଏବେ ତମେ ତାକେ କେମା ଦେଇକରି ସାଆସ୍ ଦେବାର୍ ଆଚେ । ସେନ୍ତାରି ନ କଲେ, ସେ ବେସି ଦୁକ୍ ଅଇକରି ତାର୍ ମନ୍ ବାଙ୍ଗିଜାଇସି ।