2 ରଇବାର୍ ଦିନର୍ ସାକାଲ୍ ସାକାଲ୍ ସେମନ୍ ତାର୍ ଗାଗଡ୍ ସଙ୍ଗଇଲା ଜାଗାକେ ଜାଇତେରଇଲାଇ । ସେବେଲେ ବେଲ୍ ଉଦି ଆଇତେରଇଲା ।
ବିସ୍ରାମ୍ବାରର୍ ଆର୍କର୍ ଦିନେ, ରଇବାର୍ ସାକାଲେ ମଗ୍ଦଲିନି ମରିୟମ୍ ଆରି ବିନ୍ ମରିୟମ୍ ଜିସୁକେ ସଙ୍ଗଇରଇବା କବର୍ ଦେକ୍ବାର୍ ଗାଲାଇ ।
ବିସ୍ରାମ୍ବାର୍ ସାର୍ଲା ତାର୍ ଆର୍କର୍ ଦିନେ ମଗ୍ଦଲିନି ମରିୟମ୍, ଜାକୁବର୍ ମାଆ ମରିୟମ୍ ଆରି ସଲମି, ଜିସୁର୍ ମଲା ଗାଗ୍ଡେ ଲାଗାଇବାକେ ବାସ୍ନା ଚିକନ୍ ଗେନିଆନ୍ଲାଇ ।
ସେମନ୍ ନିଜର୍ ନିଜର୍ ବିତ୍ରେ “ଜିସୁର୍ ଗାଗଡ୍ ସଙ୍ଗଇରଇଲା ମୁଆଟର୍ ବଡ୍ ଚାଚଡା ପାକ୍ନା ଆମର୍ ପାଇ କେ ଗୁଚାଇଦେଇସି ତେବେ ?” ବଲି କାତା ଅଇତେରଇଲାଇ ।
ଆଟର୍ ପର୍ତୁମ୍ ଦିନର୍ ସାକାଲେ, ମାଇଜିମନ୍ ସେମନ୍ ତିଆର୍ କରିରଇବା ବାସ୍ନା ଦିନ୍ସୁ ଆରି ବାସ୍ନା ଚିକନ୍ ଦାରି ଜିସୁର୍ ମଡ୍ ରଇଲା ପାଆରେ ଗାଲାଇ ।
ଆଟର୍ ପର୍ତୁମ୍ ଦିନର୍ ସାକାଲେ ଜୁଲ୍ପୁଲ୍ ଉଜଲ୍ ବେଲାଇ ମଗ୍ଦଲିନି ମରିୟମ୍ ଜିସୁକେ ପାକ୍ନା ସଙ୍ଗ୍ ତିଆର୍ କରି ସଙ୍ଗଇଲା ପାଆରେ ଆସିକରି ଡାବିରଇଲା ପାକ୍ନା ଗୁଚିରଇଲାଟା ଦେକ୍ଲା ।