10 ସେ ମାଇଜି ତେଇଅନି ଜାଇକରି, ଦୁକ୍ଅଇ କରି କାନ୍ଦ୍ତେ ରଇଲା ଜିସୁର୍ ସିସ୍ମନ୍କେ କଇଲା,
ଏଟା ସୁନି କରି ସେ ବେଣ୍ଡିଆ ମୁ ଉତ୍ରାଇଦେଇ ତେଇଅନି ଉଟିଗାଲା । କାଇକେ ବଇଲେ ସେ ଲକ୍ ବେସି ସାଉକାର୍ ରଇଲା ।
ତାର୍ ପଚେ ନରପିଲା ମୁଇ ବାଦ୍ଲେ ଆଇବାଟା ଦେକ୍ସା । ଆରି ଡାକ୍ପୁଟାଅଇ ପାନି ବାଦ୍ଲେ ବପୁ ସଙ୍ଗ୍ ଆଇବାଟା ଦେକି ଦର୍ତନିର୍ ଲକ୍ମନ୍ କାନ୍ଦାବୁବା ଅଇଜିବାଇ ।
ଜିସୁ ସେମନ୍କେ କଇଲା, “ବିବା ଦାଙ୍ଗ୍ଡା ଜେଡେବେଲେ ଜାକ ଦାଙ୍ଗ୍ଡାମନର୍ ସଙ୍ଗ୍ ବିବାଗରେ ରଇସି, ସେ ଦିନ୍ ଜାକ ସଙ୍ଗର୍ ଦାଙ୍ଗ୍ଡାମନ୍ ଦୁକ୍ ନ କରତ୍ । ମାତର୍ ଜେଡେବଲ୍ ବିବା ଅଇବା ଦାଙ୍ଗ୍ଡାକେ ସଙ୍ଗର୍ଦାଙ୍ଗ୍ଡାମନର୍ଟାନେଅନି ଦାରିଜିବାଇ, ସେମନ୍ ଦୁକ୍ କରି ଉପାସ୍ କର୍ବାଇ ।”
ପିତର୍ ଏ କାତା କଇଲା ଦାପ୍ରେ କୁକ୍ଡା ଦୁଇତର୍ ଡାକ୍ଲା । ଜିସୁ କଇରଇବା ସବୁ କାତା ପିତର୍ ଏତାଇଲା । ଜିସୁ କଇରଇଲା, କୁକ୍ଡା ଦୁଇତର୍ ଡାକ୍ବା ଆଗ୍ତୁ ତୁଇ ମକେ ତିନ୍ ତର୍ ନାଜାନି ବଲିକରି କଇସାରାଇରଇସୁ ବଲି । ତାର୍ପଚେ ପିତର୍ ବେସି ଦୁକ୍କରି କାନ୍ଦ୍ବାର୍ ଦାର୍ଲା ।
ସେଡିକିବେଲେ ଜିସୁ ସେମନ୍କେ କଇଲା, “ତମେ ଇଣ୍ଡି ଇଣ୍ଡି କାର୍ ବିସଇନେଇକରି ଏତେକ୍ କାତା ଅଇଲାସ୍ନି ?” ସେବେଲାଇ ସେମନ୍ ମନ୍ଦୁକ୍କରି ମୁଁ ସୁକାଇ ଟିଆଅଇଲାଇ ।
ମାତର୍ ଏବେ ମର୍ ଏ ସବୁ କାତା ସୁନିକରି ଦୁକ୍ ଅଇକରି ଆଚାସ୍ ।
ମଗ୍ଦଲିନି ମରିୟମ୍ ସିସ୍ମନର୍ ଲଗେ ବାଉଡି ଗାଲା ଆରି କଇଲା “ମୁଇ ମାପ୍ରୁକେ ଦେକ୍ଲି ଆଚି ।” ଆରି ଜିସୁ କଇଲା ସବୁ କାତା ସିସ୍ମନ୍କେ କଇଦେଲା ।