9 ପିଲାତ୍ ଲକ୍ମନ୍କେ ପାଚାର୍ଲା, “ତମେ କାକେ ମନ୍ କଲାସ୍ନି ? ମୁଇ ତମର୍ ଲାଗି ଜିଉଦିମନର୍ ରାଜାକେ ଚାଡିଦେବି କି ?”
ପିଲାତ୍ ରାଜା କାଇକେ ଏନ୍ତି କଇଲା ବଇଲେ, ମୁକିଅ ପୁଜାରିମନ୍ କୁଟ୍ ପାଁଚି ଜିସୁକେ ତାର୍ ଆତେ ସର୍ପିଦେଇ ଆଚତ୍ ବଲିକରି ସେ ଜାନିରଇଲା ।
ଲକ୍ମନ୍ ପିଲାତର୍ଟାନେ ଆସି, କଇଲାଇ, “ସବୁ ବରସର୍ ରିତିନିତି ଇସାବେ ଏ ତରେକ୍ ମିସା ଗଟେକ୍ ବନ୍ଦି ଲକ୍କେ ମୁକ୍ଲାଇ କରି ବାର୍କରାଇଦେସ୍ ।”
“ତମର୍ ରିତିନିତି ଇସାବେ ନିସ୍ତାର୍ ପରବ୍ ବେଲେ ଗଟେକ୍ ବନ୍ଦି ଲକ୍କେ, ମୁଇ ମୁକ୍ଲାଇବାର୍ ଆଚେ । ତେବର୍ ପାଇ ତମର୍ ଜିଉଦିମନର୍ ରାଜା ଜିସୁକେ ମୁଇ ମୁକ୍ଲାଇ ଦେବି । ଏଟା ତମେ ମନ୍କଲାସ୍ନି କି ?”