4 ସେବେଲା ପିଲାତ୍ ତାକେ ଆରିତରେକ୍ ପାଚାର୍ଲା, “ତୁଇ କାଇକେ ଚିମ୍ରା ଅଇଦେଲୁସ୍ ? କାଇଟା ମିସା କଉସ୍ ନାଇ । ଦେକା ସେମନ୍ ତର୍ ବିରଦେ କେତେକ୍ ନିନ୍ଦା କାତା କଇଲାଇନି ।”
ବଡ୍ ପୁଜାରି ଟିଆଅଇକରି ଜିସୁକେ କଇଲା, “ତୁଇ କାଇକେ କାଇଟାବଲି କଉସ୍ ନାଇ ? ଏମନ୍ କଇବା କାତା ଚାପ୍ବାକେ ତୁଇ ଆରି କାଇଟା କଇବାର୍ ଆଚେ କି ?”
ତେବର୍ ପାଇ ପିଲାତ୍ ତାକେ କଇଲା, ତର୍ ବିରୁଦେ ସେମନ୍ ଜାଇ ଜାଇଟା କଇଲାଇନି ସେଟା କାଇ ତୁଇ ସୁନି ନାପାର୍ଲୁସ୍ନି କି ?
ମୁକିଅ ପୁଜାରିମନ୍ ଜିସୁକେ ଦସ୍ ଦେଇ କଇବାର୍ ଦାର୍ଲାଇ ।
ମାତର୍ ଜିସୁ କାତା ଅଏ ନାଇ । ସେଟା ଦେକିକରି ପିଲାତ୍ ବେସି କାବା ଅଇଗାଲା ।
ସେବେଲାଇ ପିଲାତ୍ ତାକେ କଇଲା, “ତୁଇ କାଇ ମର୍ ସଙ୍ଗ୍ କାତା ନ ଅଉସ୍ କି ? ତକେ ମୁକ୍ଲାଇବାର୍ ମର୍ ଅଦିକାର୍ ଆଚେ ଆରି କୁର୍ସେ ଚଗାଇବାର୍ ମିସା ମର୍ ଅଦିକାର୍ ଆଚେ । ଏଟା ତୁଇ ନାଜାନୁସ୍ କି ?”