39 ତେଇ ଜିସୁର୍ କୁର୍ସ ମୁଆଟେ ଟିଆଅଇରଇଲା ସଏଟା ସନିଅମନର୍ ମୁକିଅ, ଜିସୁ ସାରାସାରି ଆଉଲି ଅଇଲାଟା ଆରି ସେ କେନ୍ତି ଅଇକରି ମଲା, ଦେକିକରି କଇଲା, “ସତଇସେ ଏ ପର୍ମେସରର୍ ପିଲା ରଇଲା ।”
ସେ ନିଜେ ମୁଇ ପର୍ମେସରର୍ ପଅ ବଲି କଇ, ପର୍ମେସର୍ଟାନେ ଆସା କଲାଆଚେ । ଆଲେ ଦେକୁ ତେବେ, ପର୍ମେସର୍ ତାକେ ଏବେ ରକିଆ କର୍ବାକେ ମନ୍ କଲାନି କି ନାଇ ।”
ଦର୍ତନି ଚୁଲ୍ବୁଲି ବିନ୍ ବିନ୍ ଗଟ୍ନା ଅଇବାଟା ଦେକି, ଜିସୁକେ ଜାଗିରଇବା ସନିଅମନର୍ ମୁକିଅ ଆରି ବିନ୍ ସନିଅମନ୍ ଡରିଗାଲାଇ । ସେମନ୍ କଇଲାଇ, “ସତଇସେ ଏ ନିଜେ ପର୍ମେସରର୍ ପଅ ଆକା !”
କାଇସରିଆ ଅନି କର୍ନିଲିଅ ନାଉଁର୍ ଗଟେକ୍ ଲକ୍ ରଇଲା । ସେ, ଇଟାଲି ଅନି ଆଇବା ଗଟେକ୍ ବଡ୍ ଦଲର୍ ରମିୟ ସନିଅମନର୍, ନେତା ରଇଲା ।
ମାତର୍ ସେନାପତି ପାଉଲର୍ ଜିବନ୍ ବଁଚାଇବି ବଲି ବାବ୍ତେ ରଇଲା । ତେବେ ସେ ସନିଅମନ୍କେ ସେନ୍ତାରି କରାନାଇ ବଲି ମନାକଲା । ଜେତ୍କି ପଅଁରି ପାର୍ବା ସବୁ ଲକ୍ମନ୍କେ ପାନିଟାନେ ଡେଗଇକରି ପଅଁରି ପଅଁରି କଣ୍ଡିତେଇ ଜିବାକେ ଆଦେସ୍ ଦେଲା ।