30 “ତୁଇ ଏବେ କୁର୍ସେ ଅନି ଉତ୍ରି ନିଜ୍କେ ରକିଆ କର୍ ।”
ସେ ବାଟ୍ ଦେଇ ଜିବା ଲକ୍ମନ୍ ନିଜେ ନିଜେ ମୁଣ୍ଡ୍ ଜୁଲାଇ ଜିସୁକେ ନିନ୍ଦାକରି କଇଲାଇ, “ପାର୍ତନା ଗର୍ ବାଙ୍ଗାଇ କରି ତିନ୍ଦିନ୍ ବିତ୍ରେ ତିଆର୍ କର୍ବାଲକ୍ ଏ ସେ କି ?” ବଲି କିଜାଇଲାଇ ।
ମୁକିଅ ପୁଜାରିମନ୍ ଆରି ନିୟମ୍ ସିକାଇବା ଲକ୍ମନ୍ ମିସା ନିଜର୍ ନିଜର୍ ବିତ୍ରେ କାତାଅଇକରି କିଜାଇଲାଇ । ସେମନ୍ କଇତେରଇଲାଇ, “ବିନ୍ ଲକ୍ମନ୍କେ ରକିଆ କର୍ତେରଇଲା, ମାତର୍ ସେ ନିଜେ ରକିଆ ଅଇ ନାପାର୍ଲା ।”