28 ସେ ବୁଲ୍ କଲା ଲକ୍ମନର୍ ବିତ୍ରେଅନି ଗଟେକ୍ ଲକ୍ ବଲି, ଇସାବ୍ ଅଇଲା ବଲିକରି ପର୍ମେସରର୍ ସାସ୍ତରେ ଲେକାଅଇରଇବା ବିସଇ ସିଦ୍ ଅଇଲା ।
କୁର୍ସେ ଜିସୁର୍ ସଙ୍ଗ୍ ଆରି ଦୁଇଟା ଚର୍ମନ୍କେ, ତାର୍ ଉଜାବାଟେ ଗଟେକ୍କେ, ଡେବ୍ରି ବାଟେ ଆରିଗଟେକ୍କେ ଚଗାଇରଇଲାଇ ।
ସେ ବାଟ୍ ଦେଇ ଜିବା ଲକ୍ମନ୍ ନିଜେ ନିଜେ ମୁଣ୍ଡ୍ ଜୁଲାଇ ଜିସୁକେ ନିନ୍ଦାକରି କଇଲାଇ, “ପାର୍ତନା ଗର୍ ବାଙ୍ଗାଇ କରି ତିନ୍ଦିନ୍ ବିତ୍ରେ ତିଆର୍ କର୍ବାଲକ୍ ଏ ସେ କି ?” ବଲି କିଜାଇଲାଇ ।
ମୁଇ ତମ୍କେ କାଇକେ କଇଲିନି ‘ସେ ଅପରାଦିମନର୍ ସଙ୍ଗ୍ ସମାନ୍ ଦସା ପାଇଲା’ ବଲି ସାସ୍ତରେ ଲେକା ଅଇଲା କାତା ସିଦ୍ ଅଇବାକେ ଗାଲାନି ।”
ଆମର୍ ଆଁକି ଜିସୁର୍ଟାନେ ସଙ୍ଗଉ । ତାକେ ଆମେ ଆରାମେ ଅନି ସାରାସାରି ଜାକ ବିସ୍ବାସ୍ କରିଆଚୁ । ଜନ୍ ସାର୍ଦା ତାର୍ ମୁଆଟେ ସଙ୍ଗଇରଇଲା, ସେ ସାର୍ଦାର୍ଲାଗି ରଇବା ଦୁକ୍କସ୍ଟ ମୁର୍ଚି କରି ରଇଲା । ଆରି ତେଇ ମର୍ବା ଲାଜର୍ ବିସଇ ମନେ ଦାରେନାଇ । ପର୍ମେସର୍ ଆଜି ଜନ୍ ଜାଗାଇ ବସ୍ଲାଆଚେ, ତାର୍ ଉଜାବାଟେ ସେ ମିସା ବସ୍ଲାଆଚେ ।