19 ସେମନ୍ ତର୍କେତର୍ ବେତ୍ ଡାଙ୍ଗ୍ ସଙ୍ଗ୍ ତାର୍ ମୁଣ୍ଡେ ମାର୍ତେରଇଲାଇ ଆରି ତାର୍ ଉପ୍ରେ ତୁକି କିଜାଇକରି ମାଣ୍ଡିକୁଟା ଦେଇ ଜୁଆର୍ କଲାଇ ।
ସେମନ୍ ଜିସୁର୍ ଉପ୍ରେ ତୁକି ପାକାଇଲାଇ ଆରି ସେ ଦାରି ରଇବା ଡାଙ୍ଗ୍ସଙ୍ଗ୍ ତାର୍ ମୁଣ୍ଡେ ମାର୍ଲାଇ ।
ସେମନ୍ ମକେ ଟାପ୍ରା କର୍ବାଇ, ମର୍ ଉପ୍ରେ ତୁକ୍ବାଇ । ମକେ କର୍ଡା ସଙ୍ଗ୍ ମାର୍ବାଇ, ଆରି ସାରାସାରି ମରାଇବାଇ । ମାତର୍ ମରିକରି ତିନ୍ଦିନ୍ ଗାଲାପଚେ, ମୁଇ ଆରି ତରେକ୍ ମଲାଟାନେଅନି ଉଟ୍ବି ।”
ତେଇ ରଇଲା କେତେ ଲକ୍ମନ୍ ତାର୍ ଉପ୍ରେ ତୁକ୍ବାର୍ ଦାର୍ଲାଇ । କେତେଲକ୍ମନ୍ ତାର୍ ମୁଏଁ ଡାବିକରି ତାକେ ବିଦାସଙ୍ଗ୍ ମାର୍ଲାଇ । ତାକେ କିଜାଇକରି କଇଲାଇ, “ତୁଇ ଜଦି ପର୍ମେସରର୍ କାତା କଇବା ବବିସତ୍ବକ୍ତା ବଇଲେ, ତକେ କେ ମାର୍ଲା କ ?” ପଚେ ସନିଅମନ୍ ତାକେ ଦାରିଜାଇକରି ମାର୍ଲାଇ ।
ସେମନ୍ ଜିସୁକେ କିଜାଇ କରି କଇଲାଇ, “ଏ ଜିଉଦିମନର୍ ରାଜା ତକେ ଜୁଆର୍, ତୁଇ ବେସି ଦିନ୍ ବଁଚ୍ ।”
ସେମନ୍ ଜିସୁକେ କିଜାଇ ସାରାଇଲାପଚେ, ଜାମ୍କଲି ରଙ୍ଗର୍ ବସ୍ତର୍ ତାର୍ ଗାଗ୍ଡେଅନି ବେଟିକରି, ନିଜର୍ ବସ୍ତର୍ ପିନ୍ଦାଇଦେଲାଇ । ତାର୍ପଚେ ସେମନ୍ ତାକେ କୁର୍ସକାଟେ ମରାଇବାକେ ଗଡ୍ ବାଇରେ ଦାରିଗାଲାଇ ।
ଜିସୁ ତାର୍ ସିସ୍ମନ୍କେ କଇଲା, “ଉଁ ପର୍ମେସରର୍ ବଇତେଇ ଏଲିୟ ଆଗ୍ତୁ ଆଇସି ବଲି ଲେକା ଅଇଲାକାତା ସତ୍ସେ । ଏଲିୟ ପର୍ତୁମ୍ ଆସିକରି ସବୁ ବିସଇ ଟିକ୍ କର୍ସି, ମାତର୍ ପର୍ମେସର୍ ଅନି ଆସିରଇବା ନର୍ପିଲା ମୁଇ ବେସି ବେସି କସ୍ଟ ପାଇବି ଆରି ଲକ୍ମନ୍ ମକେ ନ ନାମତ୍ ବଲି ମିସା କାଇ ପର୍ମେସରର୍ ବଇଟାନେ ଲେକା ଅଏନାଇ କି ?
ଜିସୁକେ ଦାରିକରି ସଙ୍ଗଇରଇଲା ଲକ୍ମନ୍ ତାକେ ମାରିମାରି କିଜାଇଲାଇ ।
ଏରଦ୍ ଆରି ତାର୍ ସନିଅମନ୍ ଜିସୁକେ କିଜାଇଲାଇ ଆରି ନିନ୍ଦା କଲାଇ । ଜିସୁକେ ରାଜାମନ୍ ପିନ୍ଦ୍ବା ନିମାନ୍ ପଚିଆ ପିନ୍ଦାଇ ପିଲାତ୍ଟାନେ ପାଟାଇ ଦେଲାଇ ।
ଆରି ସନିଅମନ୍ ଜିସୁର୍ ଲଗେ ଆସିକରି ତାକେ ଗନ୍ଦ୍ବା ରସ୍ ଦେଇ କିଜାଇକରି କଇଲାଇ, ।
ପରମେସର୍ ଏଲିଅକେ କାଇବଲି କଇ ରଇଲା । “କାରାପ୍ ଦେବ୍ତା ବାଲ୍ ପୁତ୍ଲାକେ ପୁଜା ନ କରିରଇବା ତମର୍ ବିତ୍ରେଅନି ସାତ୍ ଅଜାର୍ ଲକ୍କେ ମର୍ ପାଇ ସଙ୍ଗଇ ଆଚି ।”
ଜେନ୍ତିକି ସରଗ୍ପୁରେ, ମଚ୍ପୁରେ ଆରି ପାତାଲେ ରଇବା ସବୁ, ଜିସୁକେ ମାଣ୍ଡିକୁଟା ଦେଇ ଜୁଆର୍ କର୍ବାଇ । ସେଟାର୍ପାଇ ପର୍ମେସର୍ ଏ ସବୁ କଲାଆଚେ ।
ତେବର୍ପାଇ ନଅରର୍ ବାଇରେ ଜୁ । ଆରି ତାକେ ଆମେ ବିସ୍ବାସ୍ କଲାର୍ପାଇ, ଲକ୍ମନ୍ ଜେତ୍କି ନିନ୍ଦା କଲାଟା ଆମେ ମୁର୍ଚିକରି ରଉ ।