13 ଲକ୍ମନ୍ ବେସି ରାଟୁକରି କଇଲାଇ, “ତାକେ କୁର୍ସେ ମରାଆ ।”
ମାତର୍ ପିଲାତ୍ ଆରିତରେକ୍ ପାଚାର୍ଲା, “ସେନ୍ତିଆଲେ ତମେ ଜନ୍ ଲକ୍କେ ଜିଉଦିମନର୍ ରାଜା ବଲି କଇଲାସ୍ନି, ତାକେ ମୁଇ କାଇଟା କର୍ବି ବଲି ତମେ ମନ୍ କଲାସ୍ନି ?”
ତେଇଅନି ପିଲାତ୍ ଆରିତରେକ୍ ଲକ୍ମନ୍କେ ପାଚାର୍ଲା, “କାଇକେ, ସେ କାଇ ଦସ୍ କଲାଆଚେ ଜେ ?” ମାତର୍ ଲକ୍ମନ୍ ଅଦିକ୍ ଅଦିକ୍ ରାଟୁଅଇକରି କଇଲାଇ, “ତାକେ କୁରୁସ୍ କାଟେ ମରାଆ ।”
ମାତର୍ ଲକ୍ମନ୍ ବେସି ଆଉଲି ଅଇ, “ତାକେ କୁର୍ସେ ଚଗାଇ ମରାଆ ! ତାକେ କୁର୍ସେ ଚଗାଇ ମରାଆ !”
ଜିସୁକେ ବେସି ଲକ୍ ଦସ୍ଦେଲାଇ । ମାତର୍ କେ ମିସା ମରନର୍ ଡଣ୍ଡ୍ ପାଇବା ଏତ୍କି ଦସ୍ କଜି ନାପାର୍ଲାଇ । ଏଲେମିସା ତାକେ ମରନର୍ ଡଣ୍ଡ୍ ଦେବାକେ ପିଲାତ୍କେ ବାଦିଅ କଲାଇ ।