12 ମାତର୍ ପିଲାତ୍ ଆରିତରେକ୍ ପାଚାର୍ଲା, “ସେନ୍ତିଆଲେ ତମେ ଜନ୍ ଲକ୍କେ ଜିଉଦିମନର୍ ରାଜା ବଲି କଇଲାସ୍ନି, ତାକେ ମୁଇ କାଇଟା କର୍ବି ବଲି ତମେ ମନ୍ କଲାସ୍ନି ?”
“ ସିଅନ୍ ଗଡେ କୁଆ ! ଦେକା, ତମର୍ ରାଜା ତମର୍ ଲଗେ ଆଇଲାନି, ସେ କେଡେ ସୁଆଲ୍ ଗଦପିଲାର୍ ପିଟିତେଇ ବସ୍ଲାଆଚେ ଦେକା, ସେ ଗଦପିଲା ଉପ୍ରେ ବସିଆଇଲାନି ।”
ମାତର୍ ମୁକିଅ ପୁଜାରିମନ୍ ଲକ୍ମନ୍କେ ଉସ୍କାଇ କରି, “ଜିସୁର୍ ବାଦୁଲେ ବାର୍ବାକେ ଆମର୍ପାଇ ବନ୍ଦି ଗରେଅନି ମୁକ୍ଲାଇବାକେ କୁଆ ।” ବଲି କଇଲାଇ ।
ଲକ୍ମନ୍ ବେସି ରାଟୁକରି କଇଲାଇ, “ତାକେ କୁର୍ସେ ମରାଆ ।”
ସେ ଲକ୍ମନ୍ ଜିସୁକେ ନିନ୍ଦା କରି ଏନ୍ତି କଇବାର୍ ବସ୍ଲାଇ, “ଏ ଲକ୍ ଆମର୍ ଲକ୍ମନ୍କେ ବୁଲ୍ ସିକିଆ ଦେଇତେ ରଇଲା ଆରି କାଇସର୍ ସମ୍ରାଟ୍କେ ସିସ୍ତୁ ଦିଆସ୍ ନାଇ ବଲି ସିକାଇଲା ବେଲେ ତାକେ ଦାର୍ଲୁ । ଆରି ସେ ନିଜ୍କେ ମୁଇ ପର୍ମେସର୍ ବାଚି ପାଟାଇଲା ରାଜା କିରିସ୍ଟ ବଲି କଇଲାନି ।”
ଇସ୍ରାଏଲର୍ ଲକ୍ମନ୍ ତାକର୍ ପାପେଅନି ବାଅଡତ୍ ଆରି ପାପ୍ କେମା ଅଅତ୍ ବଲି ପର୍ମେସର୍ ତାକେ ତାର୍ ଉଜା ବାଟେ ବସାଇଆଚେ । ଜେନ୍ତିକି ସେ ଆମର୍ ସାସନ୍କାରିଆ ଆରି ରକିଆକର୍ବା ଲକ୍ ଅଇସି ।