ମାର୍କ 14:72 - ସତିଅର୍ ବାଟ୍ ନୁଆ ନିୟମ୍ 202072 ପିତର୍ ଏ କାତା କଇଲା ଦାପ୍ରେ କୁକ୍ଡା ଦୁଇତର୍ ଡାକ୍ଲା । ଜିସୁ କଇରଇବା ସବୁ କାତା ପିତର୍ ଏତାଇଲା । ଜିସୁ କଇରଇଲା, କୁକ୍ଡା ଦୁଇତର୍ ଡାକ୍ବା ଆଗ୍ତୁ ତୁଇ ମକେ ତିନ୍ ତର୍ ନାଜାନି ବଲିକରି କଇସାରାଇରଇସୁ ବଲି । ତାର୍ପଚେ ପିତର୍ ବେସି ଦୁକ୍କରି କାନ୍ଦ୍ବାର୍ ଦାର୍ଲା । အခန်းကိုကြည့်ပါ။ |