68 ମାତର୍ ପିତର୍ ତାକେ କଇଲା, “ସେଟା ମୁଇ ନଇ, ମୁଇ କେବେ ମିସା ଜିସୁର୍ ସଙ୍ଗ୍ ରଇନାଇ, ତମେ କାଇଟା କଇଲାସ୍ନି ମୁଇ ନାଜାନି ।” ତାର୍ପଚେ ପିତର୍ ଡାଣ୍ଡେ ପୁର୍ବା ବାଟେ ଉଟିଗାଲା ।
ପିତର୍ ଜିସୁର୍ ଟାନେଅନି ଦୁରିକେ ରଇ ତାର୍ ପଚେ ପଚେ ଗାଲା ଆରି ମୁକିଅ ପୁଜାରିର୍ ଡାଣ୍ଡ୍ବିତ୍ରେ ଗାଲା । ଜାଗୁଆଲ୍ମନର୍ ସଙ୍ଗ୍ ବସିକରି ଜଇ ଚେକ୍ତେରଇଲା ।
ଆରି ତରେକ୍ ଗତିଦାଙ୍ଗ୍ଡି ପିତର୍କେ ଦେକି ତେଇ ଟିଆଅଇଲା ଲକ୍ମନ୍କେ କଇଲା, “ଏ ଲକ୍ ମିସା ଜିସୁର୍ ଦଲେଅନି ଗଟେକ୍ ଲକ୍ ।”
ମାତର୍ ପିତର୍ ଆରିତରେକ୍ କଇଲା, “ଏ କାତା ମୁଲ୍କେ ସତ୍ ନାଇ ।” ଆରି କେତେପର୍ ଗାଲା ପଚେ, ତେଇ ରଇଲା ଲକ୍ମନ୍ “ତୁଇ ସେମନର୍ ମାନ୍ଦାଇ ରଇଲୁସ୍ ଆକା, ତୁଇ ଗଟେକ୍ ଗାଲିଲି ଅନି ଆଇଲା ଲକ୍ ପାରା ଡିସ୍ଲୁସ୍ନି ।” ବଲି କଇଲାଇ ।
ପିତର୍ ଏ କାତା କଇଲା ଦାପ୍ରେ କୁକ୍ଡା ଦୁଇତର୍ ଡାକ୍ଲା । ଜିସୁ କଇରଇବା ସବୁ କାତା ପିତର୍ ଏତାଇଲା । ଜିସୁ କଇରଇଲା, କୁକ୍ଡା ଦୁଇତର୍ ଡାକ୍ବା ଆଗ୍ତୁ ତୁଇ ମକେ ତିନ୍ ତର୍ ନାଜାନି ବଲିକରି କଇସାରାଇରଇସୁ ବଲି । ତାର୍ପଚେ ପିତର୍ ବେସି ଦୁକ୍କରି କାନ୍ଦ୍ବାର୍ ଦାର୍ଲା ।