60 ତାର୍ପଚେ ସବୁଲକର୍ ଆଗ୍ତୁ ବଡ୍ ପୁଜାରି ଟିଆଅଇକରି ପାଚାର୍ଲା, “ଏ ଲକ୍ମନ୍ ତର୍ ବିରଦେ କେତେ କାତା କଇଲାଇନି, ସେ ବିସଇନେଇ ତକେ କାଇଟା ମିସା କଇବାର୍ ଆଚେ କି ?”
ମାତର୍, ଏନ୍ତି ବଇଲେମିସା ଏ ଲକ୍ମନ୍ କାଇ କାଇ ବିସଇ ସବୁ କଇତେରଇଲାଇ, ସେଟା, ଗଟେକ୍ ଲକର୍ କାତା ଆରି ଗଟେକ୍ ଲକର୍ କାତା ସଙ୍ଗ୍ ନ ମିସ୍ତେରଇଲା ।
ମାତର୍ ଜିସୁ ଚିମ୍ରା ଅଇକରି ରଇଲା, କାଇଟା ମିସା କଏନାଇ । ବଡ୍ପୁଜାରି ଜିସୁକେ ଆରି ତର୍ ପାଚାର୍ଲା, “ତୁଇ କାଇ ପୁଜା ପାଇବା ପର୍ମେସରର୍ ପଅ କିରିସ୍ଟ କି ?”