57 ସାରାସାରି କେତେ ଲକ୍ ଉଟିକରି ତାର୍ ବିରଦେ ମିଚ୍ ସାକି ଦେଇ ଏନ୍ତି କଇଲାଇ,
“ ତୁଇସେ କାଇକି ମନ୍ଦିର୍ ବସ୍ଲାଇଦେଇ ତିନ୍ ଦିନ୍କେ ଆରି ତରେକ୍ ତିଆର୍ କରିଦେଇତେ ରଇଲୁସ୍ ? ତୁଇ ଜଦି ପର୍ମେସରର୍ ପଅ, ନିଜ୍କେ ରକିଆ କର୍ ଆରି କୁର୍ସେଅନି ଉତ୍ରି ଆଉ ।”
ବେସି ଲକ୍ମନ୍ ଆସିକରି ଜିସୁର୍ ବିରଦେ ମିଚ୍ ସାକି କଇଲାଇ, ମାତର୍ ସେମନ୍ ସବୁଲକ୍ ବିନ୍ ବିନ୍ ରକାମର୍ କାତା କଇଲାଇ ।
“ଲକ୍ମନ୍ ତିଆର୍କଲା ଏ ପର୍ମେସରର୍ ମନ୍ଦିର୍ ମୁଇ ବାଙ୍ଗାଇ ଦେଇ, ସେଟା ତିନ୍ ଦିନ୍ ବିତ୍ରେ ଆରି ତିଆର୍କରିଦେବି, ଜନ୍ଟାକି ଲକ୍ମନ୍ ତିଆର୍ ନ କରିରଅତ୍ ବଲି ସେ କଇବା ଏ କାତା ଆମେ ସୁନିଆଚୁ ।”
ସେ ବାଟ୍ ଦେଇ ଜିବା ଲକ୍ମନ୍ ନିଜେ ନିଜେ ମୁଣ୍ଡ୍ ଜୁଲାଇ ଜିସୁକେ ନିନ୍ଦାକରି କଇଲାଇ, “ପାର୍ତନା ଗର୍ ବାଙ୍ଗାଇ କରି ତିନ୍ଦିନ୍ ବିତ୍ରେ ତିଆର୍ କର୍ବାଲକ୍ ଏ ସେ କି ?” ବଲି କିଜାଇଲାଇ ।