56 ବେସି ଲକ୍ମନ୍ ଆସିକରି ଜିସୁର୍ ବିରଦେ ମିଚ୍ ସାକି କଇଲାଇ, ମାତର୍ ସେମନ୍ ସବୁଲକ୍ ବିନ୍ ବିନ୍ ରକାମର୍ କାତା କଇଲାଇ ।
ତେଇ ମୁକିଅ ପୁଜାରିମନ୍ ଆରି ବିଚାର୍ କର୍ବା ଜିଉଦି ନେତାମନ୍ ଜିସୁକେ ମର୍ବା ଡଣ୍ଡ୍ ଦେବାକେ ତାର୍ ବିରଦେ ସାକି କଜ୍ତେରଇଲାଇ । ମାତର୍ ସାକି ଦେବାକେ କେ ମିସା ମିଲତ୍ନାଇ ।
ସାରାସାରି କେତେ ଲକ୍ ଉଟିକରି ତାର୍ ବିରଦେ ମିଚ୍ ସାକି ଦେଇ ଏନ୍ତି କଇଲାଇ,
ସୁକଲ୍ଆତ୍ମା, ଡୁବନ୍ ଅଇରଇବା ପାନି, ଆରି ରକଇଅଇରଇବା ବନି, ତିନ୍ଟାଜାକ ସାକିତେଇ ରାଜି ଅଇଆଚତ୍ ।