52 ସେ ଦାଙ୍ଗ୍ଡା ପାତଲ୍ ଚାଦର୍ ଚାଡିକରି ଡୁମ୍ଣ୍ଡା ଉଟିପାଲାଇଲା ।
ମାତର୍ ସେବେଲା ଗଟେକ୍ ଦାଙ୍ଗ୍ଡା ଅବ୍କା ପାତଲ୍ ଚାଦର୍ ଡାବିଅଇ ଜିସୁର୍ ପଚେ ପଚେ ଜାଇତେରଇଲା । ଲକ୍ମନ୍ ତାକେ ବନ୍ଦିକର୍ବାକେ ଚେସ୍ଟା କଲାଇକେ
ପଚେ ସେ ଲକ୍ମନ୍ ଜିସୁକେ ସବୁର୍ଟାନେଅନି ବଡ୍ପୁଜାରିତେଇ ଦାରିଗାଲାଇ । ମୁକିଅ ପୁଜାରିମନ୍, ପାର୍ଚିନ୍ମନ୍ ଆରି ନିୟମ୍ ଗୁରୁମନ୍ ସବୁଲକ୍ ଗଟେକ୍ ତେଇ ରୁଣ୍ଡ୍ଲାଇ ।