47 ସେ ଲଗେ ଟିଆଅଇରଇଲା ଜିସୁର୍ ଗଟେକ୍ ସିସ୍ ତାର୍ କାଣ୍ଡା ବେଟି ମୁକିଅ ପୁଜାରିର୍ ଗତି ଦାଙ୍ଗ୍ଡାର୍ ଉଜା କାନ୍ କାଟିଦେଲା ।
ସେବେଲା ସେଲକ୍ମନ୍ ଜିସୁକେ ଦାରି ବନ୍ଦିକରି ନେବାବେଲେ,
ଜିସୁ ସେ ଲକ୍ମନ୍କେ ପାଚାର୍ଲା, “ମୁଇ କାଇ ଗଟେକ୍ ଅପ୍ରାଦି ଲକ୍ କି, ତମେ କାଣ୍ଡା ଆରି ଟେଙ୍ଗ୍ମନ୍ ଦାରି ମକେ ନେବାର୍ ଆସିଆଚାସ୍ ?