44 ସତ୍ରୁମନର୍ ଆତେ ଦାରାଇଦେବା ଇସ୍କାରିୟତ୍ ଜିଉଦା ଜିସୁକେ ଦେକାଇଦେବାକେ ଏନ୍ତି ଗଟେକ୍ ଚିନ୍ କଇରଇଲା, “ମୁଇ ଜନ୍ ଲକ୍କେ ଚୁମ୍ବି, ସେ ଆକା ଜିସୁ । ତମେ ତାକେ ବନ୍ଦିକରି ଜାଗରତ୍ ସଙ୍ଗ୍ ଦୁରିକେ ଦାରିଜାଇସା ।”
ଉଟା, ଜୁ । ଏଦେ ଦେକା ! ମକେ ଦାରାଇ ଦେବା ଲକ୍ ଆସି କେଟ୍ଲାବେ ।”
ସେ ଦାପ୍ରେ ଜିସୁ ଏ କାତା କଇବାବେଲା, ବାର୍ଟା ସିସ୍ମନର୍ ବିତ୍ରେଅନି ଗଟେକ୍ ଲକ୍ ଜେକି ଇସ୍କାରିୟତ୍ ଜିଉଦା ଆସି କେଟ୍ଲା । ଆରି ତାର୍ ସଙ୍ଗ୍ ବେସି ଲକ୍ମନ୍ ରଇଲାଇ । ସେ ଲକ୍ମନର୍ ଆତେ କାଣ୍ଡା ଆରି ଟେଙ୍ଗ୍ ଦାରିରଇଲାଇ । ସେ ଲକ୍ମନ୍କେ ମୁକିଅ ପୁଜାରିମନ୍, ନିୟମ୍ ସିକାଇବା ଲକ୍ମନ୍ ଆରି ମୁକିଅ ଜିଉଦି ନେତାମନ୍, ପାଟାଇ ରଇଲାଇ ।
ସେମନ୍ ତେଇ ଆସିକରି କେଟ୍ଲା ଦାପ୍ରେ, ଇସ୍କାରିୟତ୍ ଜିଉଦା ଜିସୁର୍ ଲଗେ ଜାଇକରି “ଏ ଗୁରୁ, ଜୁଆର୍ !” ବଲିକରି ଚୁମ୍ଲା ।
ବେସି ମାଡ୍କାଇଲା ପଚେ ସେମନ୍କେ ବନ୍ଦି ଗରେ ପୁରାଇଲାଇ ଆରି କୁଚିଦେଇ ଜାଗ୍ବାକେ ବନ୍ଦି ଗର୍ ଜାଗୁଆଲ୍କେ ଆଦେସ୍ ଦେଲାଇ ।
ଜନ୍ ଲକ୍ମନ୍ ତମର୍ ବିରଦେ ଆଇଲାଇନି, ସେମନ୍କେ ଡରା ନାଇ । ତମେ ସାଆସ୍ ଦାରିରଇଲେ, ପର୍ମେସର୍ ସେମନ୍କେ କୁରୁପ୍ନାସ୍ କରି ତମ୍କେ ରକିଆ କର୍ସି ବଲି ଜାନ୍ବାଇ । ଏ ସବୁ ବିସଇ ପର୍ମେସର୍ସେ କର୍ସି ।
ମୁଇ ମର୍ ନିଜର୍ ଆତେ ଏଟା ଲେକ୍ଲିନି । ପାଉଲର୍ ଜୁଆର୍ ଜାନାଇଲୁନି । ମୁଇ ଲେକିରଇବା ସବୁ ଚିଟିପତର୍ ଲଗେ ମୁଇ ଏନ୍ତାରି ଦସ୍ତକତ୍ କରି ଲେକିରଇବି ।