4 ମାତର୍ ତେଇ ରଇବା କେତେକ୍ ଲକ୍ମନ୍ ରିସାଅଇ ନିଜର୍ ନିଜର୍ ବିତ୍ରେ କାତା ଅଇଲାଇ, “ଏ ଚିକନ୍ କାଇକେ ବେକାର୍ ବେକାର୍ ନସ୍ଟ କରି ପାକାଇଲାନି ?
ବିନ୍ ସିସ୍ମନ୍ ଜେଡେବେଲ୍ ଏ କାତା ସୁନ୍ଲାଇ, ସେ ଦୁଇ ବାଇର୍ ଲାଗି ବେସି ରିସା ଅଇଗାଲାଇ ।
ଜିସୁ ବେତ୍ନିଆ ଗଡେ ଆଗ୍ତୁ ବଡ୍ ରଗ୍ ଅଇଲା ସିମନର୍ ଗରେ କାଇବାକେ ବସ୍ଲାବେଲେ, ଗଟେକ୍ ମାଇଜି କାଁଚେ ବେସି ଦାମ୍ ଦେବା ବାସ୍ନା ଚିକନ୍ ଆନିକରି କାଁଚର୍ ଗାଲା ବାଙ୍ଗାଇ, ଜିସୁର୍ ମୁଣ୍ଡେ ରକଇଦେଲା ।
ଏଟା ବର୍ସେକର୍ କାମାଇଲାତେଇଅନି ଅଦିକ୍ ଡାବୁକେ ବିକି ଗରିବ୍ ଲକ୍ମନ୍କେ ଦେବାର୍ ଅଇତା ।” ବଲିକରି ସେମନ୍ ସେ ମାଇଜିକେ ବେସି କଇପାକାଇଲାଇ ।