3 ଜିସୁ ବେତ୍ନିଆ ଗଡେ ଆଗ୍ତୁ ବଡ୍ ରଗ୍ ଅଇଲା ସିମନର୍ ଗରେ କାଇବାକେ ବସ୍ଲାବେଲେ, ଗଟେକ୍ ମାଇଜି କାଁଚେ ବେସି ଦାମ୍ ଦେବା ବାସ୍ନା ଚିକନ୍ ଆନିକରି କାଁଚର୍ ଗାଲା ବାଙ୍ଗାଇ, ଜିସୁର୍ ମୁଣ୍ଡେ ରକଇଦେଲା ।
ଏ କାତା କଇକରି ଜିସୁ ସେମନ୍କେ ଚାଡି ଜିରୁସାଲମେଅନି ବେତ୍ନିଆଇ ଗାଲା । ସେ ତେଇ ଗଟେକ୍ ରାତି ବିତାଇଲା ।
ସେନ୍ତାରି ଦୁଇ ଅଜାର୍ଟା ନେଇରଇଲା ଚାକର୍ ମିସା ଆରି ଦୁଇ ଅଜାର୍ ଲାବ୍କଲା ।
ମାତର୍ ସେମନ୍ କଇଲାଇ, “ପରବ୍ ଦିନ୍ମନ୍କେ ତାକେ ବନ୍ଦିକରି ନଏଁ । କାଇକେବଇଲେ ଲକ୍ମନ୍ ଗଣ୍ଡ୍ଗଲ୍ କର୍ବାଇ ।”
ମାତର୍ ତେଇ ରଇବା କେତେକ୍ ଲକ୍ମନ୍ ରିସାଅଇ ନିଜର୍ ନିଜର୍ ବିତ୍ରେ କାତା ଅଇଲାଇ, “ଏ ଚିକନ୍ କାଇକେ ବେକାର୍ ବେକାର୍ ନସ୍ଟ କରି ପାକାଇଲାନି ?
ଏ ମରିୟମ୍ ଅଇଲାନି, ଜନ୍ ମାଇଜି କି ବେସି ଦାମ୍ଦେବା ବାସ୍ନା ଚିକନ୍ ଜିସୁର୍ ପାଦେ ରକଇକରି ତାର୍ ଚେଣ୍ଡିସଙ୍ଗ୍ ପୁଚିଦେଇରଇଲା । ତାର୍ ବାଇ ଲାଜାର୍କେ ଆକା ଜର୍ ଅଇରଇଲା ।