29 ମାତର୍ ପିତର୍ ଜିସୁକେ କଇଲା, “ସବୁ ସିସ୍ମନ୍ ତମ୍କେ ଚାଡିକରି ଗାଲେ ମିସା ମୁଇ ତମ୍କେ କେବେ ନ ଚାଡି ।”
“ମାତର୍ ମୁଇ ମଲାଟାନେଅନି ଆରିତରେକ୍ ଉଟ୍ଲାପଚେ, ତମେ ଗାଲିଲି ଦେସେ ଜିବା ଆଗ୍ତୁ, ମୁଇ ତମର୍ ଆଗ୍ତୁ ଆଗ୍ତୁ ଗାଲିଲି ରାଇଜେ ଜିବି ।”
ଜିସୁ ତାକେ କଇଲା, “ମୁଇ ତକେ ସତ୍କାତା କଇଲିନି, ଆଜି ରାତି ଦୁଇତର୍ କୁକ୍ଡା ଡାକ୍ବା ଆଗ୍ତୁ, ତୁଇ ମକେ ତିନ୍ତର୍ ଚିନିନାଇ ବଲିକରି କଇସୁ ।”
ସେମନ୍ କାଇଲା ପଚେ ଜିସୁ ସିମନ୍ ପିତର୍କେ କଇଲା, “ଜଅନର୍ ପଅ ସିମନ୍, ତୁଇକାଇ ଏମନର୍ତେଇଅନି ମକେ ଅଦିକ୍ ଆଲାଦ୍ କଲୁସ୍ନି କି ?” ପିତର୍ କଇଲା, “ଉଁ ମାପ୍ରୁ ମୁଇ ଆଲାଦ୍ କଲିନି ବଲି ତୁଇ ଜାନିଆଚୁସ୍ ।” ଜିସୁ ତାକେ “ତୁଇ ମର୍ ମେଣ୍ଡାମନ୍କେ ନିମାନ୍ କରି ଜତନ୍ କର୍ ।” ବଲି କଇଲା ।