ମାର୍କ 14:21 - ସତିଅର୍ ବାଟ୍ ନୁଆ ନିୟମ୍ 202021 “ମର୍ ବିସଇ ପର୍ମେସରର୍ ସାସ୍ତରେ କେନ୍ତି ଲେକା ଅଇଲାଆଚେ, ସେନ୍ତିସେ ସବୁ ଅଇଲାନି, ସେଟା ସତ୍ସେ, ମାତର୍ ଜାର୍ଟାନେଅନି ନର୍ପିଲା ମୁଇ ସତ୍ରୁମନର୍ ଆତେ ଦାରାଇଅଇବି, ସେ ବେସି ବଡ୍ ଡଣ୍ଡ୍ ପାଇବାଲକ୍ ଆରି ସେ ଜନମ୍ ନ ଅଇରଇଲେ ନିକ ଅଇତା ।” အခန်းကိုကြည့်ပါ။ |