19 ଏ କାତା ସୁନିକରି ସିସ୍ମନ୍ ବେସି ମନ୍ଦୁକ୍ ଅଇଲାଇ । ସବୁଲକ୍ ଗଟେକ୍ ଗଟେକ୍ ଅଇକରି ଜିସୁକେ ସେଲକ୍ ମୁଇ କି ? ବଲିକରି ପାଚାର୍ଲାଇ ।
ଏ କାତା ସୁନି ସିସ୍ମନ୍ କାବା ଅଇଗାଲାଇ । ଆରି ଗଟେକ୍ ଗଟେକ୍ ଲକ୍ ଜିସୁକେ ପାଚାର୍ଲାଇ “ମାପ୍ରୁ ସେ ଲକ୍ ମୁଇ କି ?”
ସେମନ୍ ବସି କାଇବାବେଲେ ଜିସୁ କଇଲା, “ମୁଇ ତମ୍କେ ସତ୍କାତା କଇଲିନି, ଏବେ ତମର୍ ବିତ୍ରେଅନି ଗଟେକ୍ ଲକ୍ ଜେକି ଆମର୍ ସଙ୍ଗ୍ କାଇଲାନି, ସେ ମକେ ସତ୍ରୁମନ୍କେ ଦାରାଇଦେଇସି ।”
ଜିସୁ ସେମନ୍କେ କଇଲା, “ତମର୍ ବାର ଲକର୍ ବିତ୍ରେଅନି ଜନ୍ ଲକ୍ ମର୍ସଙ୍ଗ୍ ଗିନାତେଇ ରୁଟି ଚବାଲିଆଚେ, ସେ ଆକା ।”
ସେ ଏ କାତା, କାର୍ ବିସଇ ନେଇକରି କଇଲାନି ବଲି ସିସ୍ମନ୍ ବୁଜିନାପାରି ନିଜର୍ ନିଜର୍ ବିତ୍ରେ ଆର୍ ମୁଏ ସେ ତାର୍ ମୁଏ ଏ, ଦେକାଦେକି ଅଇବାର୍ ଦାର୍ଲାଇ ।