17 ସଞ୍ଜ୍ ଅଇଲାକେ ଜିସୁ ତାର୍ ସିସ୍ମନ୍କେ ଡାକିନେଇ ତେଇ କେଟ୍ଲା ।
ତାର୍ ପଚେ ଦୁଇଟା ସିସ୍ମନ୍ ସେ ଗରେ ଗାଲାଇ । ତେଇ ଜିସୁ ସେମନ୍କେ ଜେନ୍ତି କଇରଇଲା, ସବୁ ସେନ୍ତି ଦେକ୍ଲାଇ । ସେଟାର୍ପାଇ ସେମନ୍ ତେଇ ନିସ୍ତାର୍ ପରବର୍ ବଜି ତିଆର୍କଲାଇ ।
ସେମନ୍ ବସି କାଇବାବେଲେ ଜିସୁ କଇଲା, “ମୁଇ ତମ୍କେ ସତ୍କାତା କଇଲିନି, ଏବେ ତମର୍ ବିତ୍ରେଅନି ଗଟେକ୍ ଲକ୍ ଜେକି ଆମର୍ ସଙ୍ଗ୍ କାଇଲାନି, ସେ ମକେ ସତ୍ରୁମନ୍କେ ଦାରାଇଦେଇସି ।”
ସମାନ୍ ବେଲା କେଟ୍ଲାକେ ଜିସୁ ପେରିତ୍ମନର୍ ସଙ୍ଗ୍ କାଇବାକେ ମିସ୍ତେ ବସ୍ଲାଇ ।
ମୁଇ ତମର୍ ସବୁ ଲକର୍ ବିସଇ ନେଇକରି କଇନାଇ, ଜନ୍ ଲକ୍ମନ୍କେ ବାଚି ଆଚି, ସେମନ୍ କେନ୍ତି ବଲି ଜାନିଆଚି । ମାତର୍ ସାସ୍ତରେ ଲେକା ଅଇଲା କାତା ସିଦ୍ ଅଇବାକେ ଏନ୍ତି ଗଟ୍ନା ଅଇଲାନି । ସାସ୍ତରେ ଲେକା ଅଇଲା ଆଚେ ଜେ ମର୍ ସଙ୍ଗ୍ କାଇଲାନି ସେ ମର୍ ବିରଦେ ଉଟ୍ସି ।