ମାର୍କ 14:12 - ସତିଅର୍ ବାଟ୍ ନୁଆ ନିୟମ୍ 202012 କମିର୍ ନ ମିସାଇକରି ରୁଟି ତିଆର୍କରି କାଇବା ବଜିର୍ ପରବର୍ ପର୍ତୁମ୍ ଦିନେ, ରକିଆ ପାଇବା ପରବେ ମେଣ୍ଡାପିଲା ପୁଜ୍ବାଇ । ସେଦିନେ ଜିସୁର୍ ସିସ୍ମନ୍ ତାକେ “ତର୍ପାଇ ରକିଆ ପାଇବା ପରବର୍ ବଜି ସବୁ ଟିକ୍ କର୍ବାକେ ଆମେ କନ୍ ଜାଗାଇ ଜିବୁ ବଲିକରି ତୁଇ ମନ୍ କଲୁସ୍ନି ?” အခန်းကိုကြည့်ပါ။ |