10 ତାର୍ପଚେ ଜିସୁର୍ ବାର୍ଟା ସିସ୍ମନର୍ ବିତ୍ରେଅନି ଇସ୍କାରିୟତ୍ ଜିଉଦା ନାଉଁର୍ ଗଟେକ୍ ସିସ୍ ଜିସୁକେ ମୁକିଅ ପୁଜାରିମନର୍ ଆତେ ଦାରାଇଦେବାକେ ରାଜିଅଇକରି ସେମନର୍ ଲଗେ ଗାଲା ।
କିଣାନିୟ ସିମନ୍ ଜେ କି ଇସ୍ରାଏଲ୍ ଲକ୍ମନର୍ ମୁକ୍ତିର୍ ପାଇ ଚେସ୍ଟା କର୍ତେରଇଲା । ଆରି ଇସ୍କାରିୟତ୍ ଜିଉଦା, ଜେ ଜିସୁକେ ସତ୍ରୁମନ୍କେ ସର୍ପିଦେଇ ରଇଲା ।
ସେ ମୁକିଅ ପୁଜାରିମନ୍ ଜିଉଦାର୍ କାତା ସୁନିକରି ବେସି ସାର୍ଦା ଅଇଗାଲାଇ । ଏ କାମ୍ କଲେ ସେମନ୍ ଇସ୍କାରିୟତ୍ ଜିଉଦାକେ ଡାବୁ ଦେବୁ ବଲିକରି ପର୍ମାନ୍ କରି କଇଲାଇ । ସେଟାର୍ପାଇ ଇସ୍କାରିୟତ୍ ଜିଉଦା ଜିସୁକେ ମୁକିଅ ପୁଜାରିମନ୍କେ ଦାରାଇ ଦେବାକେ ବେଲା କଜ୍ଲା ।
ଆରି ଇସ୍କାରିୟତିୟ ଜିଉଦା, ଜେ କି ଜିସୁକେ ସତ୍ରୁକେ ସର୍ପି ଦେଇରଇଲା ।
ସେଦିନର୍ ରାତି ଜିସୁ ଆରି ତାର୍ ସିସ୍ମନ୍ କାଇବାକେ ବସିରଇଲାଇ । ଜିସୁକେ ବିସ୍ବାସେ ବିସ୍ ଦେଲାପାରା କରାଇବା ଚିନ୍ତା, ସଇତାନ୍ ସିମନ୍ ଇସ୍କାରିୟତର୍ ପିଲା ଜିଉଦାର୍ ମନେ ପୁରିକରି ଦେଲା ।
ତାର୍ ପଚେ ଇସ୍କାରିୟତ ଜିଉଦା ରୁଟି ମାଙ୍ଗି ଦାପ୍ରେ ବାରଇକରି ଉଟିଗାଲା । ସେ ବେଲେ ରାତି ଅଇରଇଲା ।