ମାର୍କ 14:1 - ସତିଅର୍ ବାଟ୍ ନୁଆ ନିୟମ୍ 20201 ନିସ୍ତାର୍ ପରବ୍ ଆରି କମିର୍ ନ ମିସାଇ ରୁଟି କାଇବା ପରବ୍ ଅଇବାକେ ଆରି ଦୁଇଦିନ୍ ବାକିରଇଲା । ସେବେଲେ ମୁକିଅ ପୁଜାରିମନ୍ ଆରି ନିୟମ୍ ସିକାଉମନ୍ କେ ନାଜାନ୍ତେ ଜିସୁକେ କେନ୍ତି ବନ୍ଦିକରି ମରାଇଅଇସି ବଲିକରି ବୁଦି ପାଁଚ୍ତେରଇଲାଇ । အခန်းကိုကြည့်ပါ။ |