36 ଜଦି ସେ ଅଟାତ୍ ଆସିକରି ଦେକ୍ଲାବେଲେ, ତମେ ଇସ୍ରାଇଲର୍ ଲକ୍ମନର୍ ପାରା ରଇବାଟା ସେ ଦେକ୍ବାର୍ନାଇ ।
ବର୍ ଦାଙ୍ଗ୍ଡା ଆଇବାଟା ଅଲ୍ସମ୍ ଅଇଲାକେ ଦାଙ୍ଗ୍ଡିମନ୍ ଜୁମ୍ରି ଜୁମ୍ରି କରି ସଇଦେଲାଇ ।”
ତାର୍ପଚେ ଜିସୁ ତାର୍ ସିସ୍ମନର୍ ଲଗେ ବାଉଡି ଆଇଲାଜେ, ସେମନ୍ ସଇରଇବାଟା ଦେକ୍ଲା । ସେ ପିତର୍କେ କଇଲା, “ ସିମନ୍ ପିତର୍, ତମେ ସଇଦେଲାସ୍ନି କି ? ଗଟେକ୍ ଗଁଟା ମିସା ଚେତା ରଇ ଜାଗି ନାପାର୍ଲାସ୍ନି ?
ତାର୍ପଚେ ସେ ସିସ୍ମନର୍ ଲଗେ ଆରି ତରେକ୍ ବାଉଡି ଆସି ଦେକ୍ଲା । ସେମନ୍ ଆରିତରେକ୍ ସଇଦେଇରଇଲାଇ । ସେମନର୍ ଆଁକିତେଇ ଗୁନ୍ ଡାବି ଆଇତେରଇଲାଜେ ସେମନ୍ ଜିସୁକେ କାଇବଲି ମିସା କଇବାକେ ଜାନି ନାପାର୍ଲାଇ ।
“ମାତର୍ ତମେ ନିଜର୍ ନିଜର୍ ବିସଇ ନେଇକରି ଜାଗ୍ରତ୍ ରୁଆ । ତମର୍ ମନ୍ ସବୁବେଲାଇ ବଜିବାତ୍ କରି ମଦ୍ ପେଣ୍ଡମ୍ କାଇବା ବିସଇ ଆରି କେନ୍ତାର୍ ଜିଇବାର୍ ଅଇସି କେନ୍ତାର୍ ନାଇ ବଲି ଚିନ୍ତାକରି ରଇଲାବେଲେ, ସେ ଦିନ୍ ଅଟାତ୍ ପାନ୍ଦ୍ ପାରା ଆସି ଲାଗିଜାଇସି ।
ଆରି ଜିସୁ ପାର୍ତନା କରିସାରାଇ ସିସ୍ମନର୍ ଲଗେ ଗାଲା । ସେମନ୍ ସବୁ ଲକ୍ ଦୁକ୍ଅଇକରି ତାକିଜାଇ ସଇରଇଲାଟା ସେ ଦେକ୍ଲା ।
କାଇକେବଇଲେ ଉଜଲର୍ ସବୁ ବିସଇ ଉଜଲ୍ସେ । ସେଟାର୍ ପାଇ ଏନ୍ତାରି ଲେକାଅଇଲାଆଚେ, “ଏ ଗୁନେରାମନ୍ ଉଟା, ମଲାପାରା ନ ରଇକରି ଜିବନ୍ ରୁଆ, କିରିସ୍ଟ ତମ୍କେ ଉଜଲ୍ ଦେଇସି ।”