30 ମୁଇ ତମ୍କେ ସତ୍କାତା କଇଲିନି, ଏ ଗଟ୍ନା ନ ଅଇବାଜାକ, ଏବେ ରଇଲା ଲକ୍ମନ୍ ନ ମରତ୍ ।
ମୁଇ ତମ୍କେ ସତ୍ କଇଲିନି, ନର୍ପିଲା ମୁଇ ମର୍ ରାଇଜେ ରାଜା ଅଇ ଆଇବା ଜାକ, ଇତି ରଇଲା କେତେ ଲକ୍ ନ ମରତ୍ ।”
ମୁଇ ସତ୍ କଇଲିନି, ଏ ସବୁ ଲକ୍ମନ୍କେ ମରାଇଲା ପାଇ ଏ ଜୁଗର୍ ଲକ୍ମନ୍ ଡଣ୍ଡ୍ ପାଇବାଇ ।
“ ଏତାଇରୁଆ, ମୁଇ ସତ୍ କଇଲିନି, ଏବେ ଜିବନ୍ ରଇଲା ଲକ୍ମନର୍ ବିତ୍ରେଅନି ସବୁ ଲକ୍ ମର୍ବା ଆଗ୍ତୁ, ଏସବୁ ବିସଇ ଗଟ୍ସି ।
ସେନ୍ତିସେ ତମେ ଏ ସବୁ ଗଟ୍ନା ଦେକ୍ବାବେଲେ, ମୁଇ ଆଇବା ଦିନ୍ କେଟ୍ଲା, ବଲିକରି ଜାନ୍ସା ।
ବାଦଲ୍ ଆରି ତେଇ ଉଜଲ୍ ଅଇ ରଇବାଟାମନ୍, ଦୁନିଆଇ ଆରି ତେଇରଇବା ସବୁ ଦିନ୍ସୁ ନାସ୍ ଅଇବା ସାରାସାରି ଦିନ୍ ଆଇସି, ମାତର୍ ମର୍ ବାକିଅ କେବେ ମିସା ନ ସାରେ ।”
ଆରିତରେକ୍ ଜିସୁ ସେମନ୍କେ କଇଲା, ମୁଇ ତମ୍କେ ସତ୍ କାତା କଇଲିନି । ସେଟାର୍ପାଇ ସୁନା, ଏବେ ଇତି ରଇବା କେତେ ଲକ୍ମନ୍, ପର୍ମେସର୍ ରାଜା ଅଇକରି ତାର୍ ରାଇଜ୍ ସାସନ୍ କର୍ବାଟା ନ ଦେକ୍ବା ଜାକ ନ ମରାସ୍ ।
“ମୁଇ ତମ୍କେ ସତ୍କାତା କଇଲିନି । ମନେ ରକା, ଏବେ ଜିବନ୍ ରଇବା ସବୁ ଲକ୍ମନର୍ ମରନ୍ ଅଇବା ଆଗ୍ତୁ ଏ ସବୁ ଗଟ୍ସି ।