19 କାଇକେବଇଲେ ପର୍ମେସର୍ ଏ ଦୁନିଆ ତିଆର୍କଲା ଦିନେଅନି ଆଜିକେ ଜାକ ସେନ୍ତାରି ଦୁକ୍ କସ୍ଟ ଅଏନାଇ ଆରି ପଚେ କେବେମିସା ନ ଅଏ । ସେନ୍ତି ବେସି ଦୁକ୍ କସ୍ଟର୍ ଗଟ୍ନା ସେ ଦିନ୍ମନ୍କେ ଅଇସି ।
ସେବେଲେ ଜନ୍ ଦୁକ୍ ପାଇବାକେ ପଡ୍ସି, ଦୁନିଆ ତିଆର୍ ଅଇଲାଟାନେଅନି ଆଜିକେ ଜାକ ଅଇ ରଇବା ସବୁ କସ୍ଟତେଇଅନି ଅଦିକ୍ ଅଇଜାଇସି । ସେନ୍ତାରି ଦୁକ୍ ଆଗ୍କେ ଆରି କେବେ ନ ଆସେ ।
ଜେନ୍ତି ସାସ୍ତର୍ କଇଲାନି, ପର୍ମେସର୍ ଜେଡେବେଲେ ଏ ଦୁନିଆ ତିଆର୍କଲା, ସେବେଲେ ସେ ମାଇଜିମୁନୁସ୍ କରି ତିଆର୍କଲା ଆଚେ ।
ଏ ସବୁ ଗଟ୍ନା ସିତ୍ ଦିନେ ନ ଅଇବାକେ ପାର୍ତନା କରା ।
ଜଦି ପର୍ମେସର୍ ଅପର୍ବଲ୍ ଦୁକର୍ ଦିନ୍ମନ୍ ଉନା ନ କରି ରଇଲେ, ତେବେ ଦୁନିଆର୍ କେ ମିସା ରକିଆ ନ ପାଇକରି ମରି ଜିବାର୍ ଅଇତା । ମାତର୍ ସେ ଜନ୍ ଲକ୍ମନ୍କେ ବାଚିଆଚେ ସେ ଲକ୍ମନର୍ପାଇ ସେ ଦୁକର୍ ଦିନ୍ମନ୍ ଉନା କଲାଆଚେ ।”
ମୁଇ ତାକେ କଇଲି “ଆଗିଆ ମୁଇ ନାଜାନି, ତୁଇତା ଜାନୁସ୍ ।” ସେ ମକେ କଇଲା “ବେସି ବଡ୍ ତାଡ୍ନା ପଚେ ରକିଆ ପାଇ ଆଇଲାଇଆଚତ୍ । ମେଣ୍ଡାପିଲାର୍ ବନି ସଙ୍ଗ୍ ସେମନ୍ ତାକର୍ ବସ୍ତର୍ ଦଇକରି ଦବ୍ କଲାଇଆଚତ୍ ।”