10 ଏ ସବୁ ଗଟ୍ନା ଅଇଜିବା ଆଗ୍ତୁ, ସବୁ ଦେସର୍ ଲକ୍ମନର୍ ଲଗେ, ଏ ନିମାନ୍ କବର୍ କେଟ୍ବାର୍ ଆଚେ ।
ଜନ୍ ଦିନେ ପର୍ମେସର୍ ଲକ୍ମନର୍ ବିଚାର୍ କର୍ସି, ସେ ଦିନେ ନିନିବିର୍ ଲକ୍ମନ୍ ତମର୍ ବିରୁଦେ ଦାବି କର୍ବାକେ ଟିଆ ଅଇବାଇ । କାଇକେ ବଇଲେ ସେମନ୍ ଜୁନସର୍ କାତା ସୁନି ପାପ୍ ବାଟେଅନି ବାଅଡ୍ଲାଇ । ମୁଇ ତମ୍କେ କଇଲିନି, ଜୁନସର୍ ଟାନେଅନି ବଡ୍ ଲକ୍ ଇତି ଆଚେ ।
ରାଇଜର୍ ସବୁ ବାସାର୍ ଲକ୍ମନର୍ ଲଗେ, ମାପ୍ରୁର୍ ସାକିଦେବାକେ ଦୁନିଆର୍ ଗୁଲାଇବାଟେ ତାର୍ କାତା ସୁନାଇବାଇ । ତାର୍ପଚେ ସେ ଜୁଗ୍ ସାର୍ସି ।”
ଜିସୁ ସେମନ୍କେ କଇଲା, “ତମେ ଏ ଦୁନିଆର୍ ଗୁଲାଇବାଟେ ଜାଇକରି ସବୁ ଲକ୍ମନ୍କେ ମର୍ ନିମାନ୍ କାତା କୁଆ ।
ମୁଇ ତମ୍କେ ପର୍ତମେ ଏ ବିସଇ କଇବାକେ ମନ୍ କରି ରଇଲିଜେ, ତମର୍ ସବୁଲକର୍ପାଇ ମୁଇ ମାପ୍ରୁ ଜିସୁର୍ ନାଉଁ ଦାରି ପର୍ମେସର୍କେ ଦନିଅବାଦ୍ ଦେଲିନି । କାଇକେବଇଲେ ଗୁଲାଇ ଜଗତର୍ ଲକ୍, ତମେ ବିସ୍ବାସ୍ କରିରଇବା ବିସଇ ସୁନ୍ଲାଇନି ।
ମାତର୍ ମୁଇ ପାଚାର୍ଲିନି ଇସ୍ରାଏଲର୍ ଲକ୍ମନ୍ କାଇ, ସେ କବର୍ ସୁନତ୍ ନାଇ କି ? ବାଇଦରେ ସୁନିଆଚତ୍, କାଇକେବଇଲେ ଲେକାଆଚେ, “ଜାନାଉମନର୍ ସବଦ୍ ଗୁଲାଇ ଜଗତ୍ ଡାବିଅଇଗାଲା ଆଚେ, ସେମନର୍ କାତା ରାଇଜ୍ ଚିଡ୍ଲା ଜାକ କେଟ୍ଲା ଆଚେ ।”
ଚିନର୍ ଲାଗି, କାବାଅଇଜିବା କାମର୍ଲାଗି ଆରି ସୁକଲ୍ଆତ୍ମାର୍ ବପୁର୍ଲାଗି ଏଟା ସବୁ କଲାଆଚେ । ସେଟାର୍ ପାଇ ମୁଇ ଜିରୁସାଲମେଅନି ଇଲିରିକମ୍କେ ଗାଲାବେଲେ ବାଟେ କିରିସ୍ଟର ସୁବ୍କବର୍ ପୁରାପୁରୁନ୍ ଜାନାଇଲି ଆଚି ।
ତମେ ବିସ୍ବାସ୍ କରିଲାଗିରଇଲେ, ତମର୍ ବିସ୍ବାସ୍ ଡାଟ୍ ରଇସି । ସୁବ୍ କବର୍ଟାନେ ମାପ୍ରୁ ଜନ୍ ଆସା ଦେବି ବଲି କାତା ଦେଇଆଚେ, ସେ ଆସା ପାଇବାଟାନେଅନି ତମ୍କେ କେ ମିସା ନ ତେବାଅତ୍ । ଏ କବର୍ ତମେ ଆଗ୍ତୁ ସୁନିସାରାଇଆଚାସ୍ । ଆରି ଜଗତର୍ ଗୁଲାଇଲକ୍କେ ଜାନାଇଅଇଆଚେ । ଏ ସୁବ୍ କବର୍ ଜାନାଇବାକେ ମୁଇ ପାଉଲ୍ ଗଟେକ୍ ଗତିଦାଙ୍ଗ୍ଡା ଅଇଲିଆଚି ।
ଗୁଲାଇ ଜଗତର୍ କେତେକ୍ କେତେକ୍ ଲକ୍ମନ୍ ଏ ସୁବ୍କବର୍ ବିସ୍ବାସ୍କରି ତାକର୍ ମନ୍ ବାଦ୍ଲାଇଲାଇନି । ତମେ ସୁବ୍କବର୍ ସୁନ୍ଲା ପର୍ତୁମ୍ ଦିନେଅନି ତମର୍ ବିତ୍ରେ ମିସା ଏନ୍ତାରିସେ ଅଇରଇଲା ଆରି ପର୍ମେସର୍ ଜିବନ୍ ଦୁକାଇଲା ସତ୍ ବିସଇ ତମେ ପୁରାପୁରୁନ୍ ଜାନିରଇଲାସ୍ ।
ତାର୍ପଚେ ମୁଇ ଆରିଗଟେକ୍ ଦୁତ୍କେ ଆକାସେ ଉଡି ଜିବାଟା ଦେକ୍ଲି । ଏ ଜଗତର୍ ସବୁ ରାଇଜେଅନି, ବାସାଇଅନି, ବଁସେଅନି, ଜାତିଅନି ଆଇବା ସବୁ ଲକ୍ମନ୍କେ ଜାନାଇବା ପର୍ମେସରର୍ କେବେ ନ ସାର୍ବା ସୁବ୍କବର୍ ଜାନାଇତେରଇଲା ।