ମାର୍କ 12:5 - ସତିଅର୍ ବାଟ୍ ନୁଆ ନିୟମ୍ 20205 ସାଉକାର୍ ଆରି ଗଟେକ୍ ଗତିଦାଙ୍ଗ୍ଡାକେ ପାଟାଇଲା ଜେ, ଚାସିଲକ୍ମନ୍ ତାକେ ମର୍ତେ ମାରିଦେଲାଇ । ତାର୍ପଚେ ସାଉକାର୍ ଆରି ଗାଦି ଗତିଦାଙ୍ଗ୍ଡାମନ୍କେ ପାଟାଇଲା ଜେ କେତେଟା ଗତିଦାଙ୍ଗ୍ଡାମନ୍କେ ମାର୍ଲାଇ ଆରି କେତେଟାକେ ମର୍ତେ ମାରିପାକାଇଲାଇ । အခန်းကိုကြည့်ပါ။ |
ଏ ଜିରୁସାଲାମ୍, ଏ ଜିରୁସାଲାମ୍, ତୁଇ ବବିସତ୍ବକ୍ତାମନ୍କେ ମରାଇଲୁସ୍ନି ଆରି ପର୍ମେସର୍ ପାଟାଇରଇଲା କବର୍ ଆନୁମନ୍କେ ପାକ୍ନା ମାରି ମରାଇଲୁସ୍ନି । ମାଇ କୁକ୍ଡା ତାର୍ ଟିଅଁମନ୍କେ ଡେନା ବିତ୍ରେ ଦାରି ଅଲଣ୍ଡ୍ଲାପାରା, ତର୍ ଲକ୍ମନ୍କେ ମୁଇ ପାଟାଲି ରକିଆ କର୍ବାକେ କେତେ କେତେ ତର୍ ଚେସ୍ଟା କଲି । ମାତର୍ ମକେ ସେନ୍ତାରି କର୍ବାକେ ଦେଉସ୍ ନାଇ ।