43 ତାର୍ପଚେ ଜିସୁ ତାର୍ ସିସ୍ମନ୍କେ ଲଗେ ଡାକି କଇଲା, “ମୁଇ ତମ୍କେ ସତ୍ କାତା କଇଲିନି, ଏ ସବୁ ସାଉକାର୍ ଲକ୍ମନ୍ ଦେଲା ଡାବୁତେଇଅନି, ଏ ଅର୍କିତ୍ ରାଣ୍ଡି ମାଇଜି ଅଦିକ୍ ଦେଲାଆଚେ ।
ଆରି ଜନ୍ ଲକ୍ ମର୍ ପଚେ ପଚେ ଆଇବା ମୁକିଅ ନଇଲା ଗଟେକ୍ ସାନ୍ ସିସ୍କେ, ଗିଲ୍ସେକ୍ ପାନି ଦେଇସି, ସେ ମର୍ ସିସ୍ । ସେ ପୁରୁସ୍କାର୍ ପାଇସି ଆକା ।”
ସାରାସାରି ଗଟେକ୍ ଗରିବ୍ ରାଣ୍ଡି ମାଇଜି ଦାନ୍ ଦେବା ପେଡିଲଗେ ଆସିକରି ଦୁଇଟା ସାନ୍ ତାମା କାସୁ ପୁରାଇଦେଲା । ସେ ଦୁଇଟା ଡାବୁର୍ ଦାମ୍ ଗଟେକ୍ ଟାଙ୍ଗାଇ ଅନି ମିସା ଉନା ।
କାଇକେବଇଲେ ସବୁ ଲକ୍ମନ୍ ସେମନ୍କେ ଦର୍କାର୍ ଅଇକରି ଅଗଲ୍ଲା ଡାବୁ ଦେଲାଇଆଚତ୍ । ମାତର୍ ଏ ଗରିବ୍ ରାଣ୍ଡି ମାଇଜି, ସେ ବଁଚ୍ବାପାଇ ଜେତ୍କି ଡାବୁ ରଇଲା, ସେ ସବୁ ଦେଲାଆଚେ” ବଲିକରି କଇଲା ।
ଜିସୁ ମନ୍ଦିରର୍ ଦାନ୍ ସଙ୍ଗଇବା ପେଡିମନ୍ ରଇବା ଆକ୍ରାଇ ଏ ସବୁ ବିସଇ ସିକିଆ ଦେଇତେରଇଲା । ଆରି କେ ମିସା ତାକେ ବନ୍ଦି କରି ନାପାର୍ଲାଇ । କାଇକେବଇଲେ ତାର୍ ବେଲା କେଟି ନ ରଇଲା ।
ଆନ୍ଟିକିଅର୍ ସିସ୍ମନ୍ ଜିଉଦାଇ ରଇଲା ବିସ୍ବାସି ବାଇମନ୍କେ ତାକର୍ ପାର୍ଲା ଏତ୍କି ଡାବୁ ପାଟାଇବାକେ ଟିକ୍ କଲାଇ ।
କାଇକେ ବଇଲେ ଜଦି ତମ୍କେ ଦାନ୍ ଦେବାକେ ମନ୍ଆଚେ, ତମର୍ ପାର୍ବା ଏତେକ୍ ଦେଲାସ୍ନି । ତମେ ଦେବାଟା ପର୍ମେସର୍ ସଙ୍ଗଇସି । କାଇକେବଇଲେ, ତମେ ନାପାର୍ବା ଏତ୍କି ଦିଆ ବଲି ମାଙ୍ଗେ ନାଇ ।
ବେସି ବଡ୍ ଦୁକ୍ କସ୍ଟ ପାଇ, ମୁର୍ଚି ରଇକରି, ତେଇ ସେମନ୍ ବେସି ସାର୍ଦା କଲାଇ । ତାକର୍ ସାର୍ଦା ଏତେକ୍ ବଡିଜାଇରଇଲା ଜେ ସେମନ୍ ଅର୍କିତ୍ ଅଇରଇଲେ ମିସା ତାକର୍ ବିସ୍ବାସି ବାଇମନର୍ ପାଇ ବେସି ବେସି ଦାନ୍ କଲାଇ ।