39 ଜିଉଦିମନର୍ ପାର୍ତନା ଗରେ ମୁକିଅ ଜାଗାଇ, ବଜିଟାନର୍ ମୁକିଅ ଜାଗାଇ ବସ୍ବାକେ ମନ୍ କର୍ବାଇ ।
ଜିସୁ ସିସ୍ମନ୍କେ ଆରି ତେଇ ରୁଣ୍ଡି ରଇବା ଲକ୍ମନ୍କେ କଇଲା,
ସେମନ୍ ବଜିମନ୍କେ ମୁକିଅ ଜାଗାଇ ଆରି ପାର୍ତନା ଗରେ ବାଚିଅଇରଇଲା ଜାଗା ଅଦିକାର୍ କର୍ବାକେ ମନ୍ କର୍ବାଇ ।
ଜିସୁ ଆରି କେତେଟା ବିସଇ ସିକାଇଦେବା ବେଲେ କଇଲା, “ତମେ ନିୟମ୍ ସିକାଇଦେବା ଲକ୍ମନର୍ପାରା ଚଲାଚଲ୍ତି ନ ଅଇକରି ଜାଗ୍ରତ୍ ସଙ୍ଗ୍ ରୁଆ । ସେମନ୍ ସନ୍ମାନ୍ ପାଇବାକେ ବେସି ଡେଙ୍ଗ୍ ପଚିଆ ପିନ୍ଦିକରି ଏନେ ତେନେ ବୁଲ୍ବାଇ । ଆଟେ ବାଟେ ଲକ୍ମନର୍ଟାନେଅନି ଜୁଆର୍ ପାଇକରି ସନ୍ମାନ୍ ପାଇବାକେ ମନ୍ କର୍ବାଇ ।
ଆରି ସେମନ୍ ରାଣ୍ଡି ମାଇଜିମନ୍କେ ନାଡାଇକରି ସେମନର୍ ଦନ୍ସଁପତି ଜୁରି ନେବାଇ । ସେମନ୍ ନିମାନ୍ ଲକ୍ ବଲିକରି ଦେକାଇଅଇବାକେ ବେସି ପର୍ ପାର୍ତନା କର୍ବାଇ । ଏନ୍ତି ଲକ୍ମନ୍କେ ପର୍ମେସର୍ ବିନ୍ ଲକ୍ମନର୍ଟାନେଅନି ବେସି ବଡ୍ ଡଣ୍ଡ୍ ଦେଇସି ।”