ମାର୍କ 12:38 - ସତିଅର୍ ବାଟ୍ ନୁଆ ନିୟମ୍ 202038 ଜିସୁ ଆରି କେତେଟା ବିସଇ ସିକାଇଦେବା ବେଲେ କଇଲା, “ତମେ ନିୟମ୍ ସିକାଇଦେବା ଲକ୍ମନର୍ପାରା ଚଲାଚଲ୍ତି ନ ଅଇକରି ଜାଗ୍ରତ୍ ସଙ୍ଗ୍ ରୁଆ । ସେମନ୍ ସନ୍ମାନ୍ ପାଇବାକେ ବେସି ଡେଙ୍ଗ୍ ପଚିଆ ପିନ୍ଦିକରି ଏନେ ତେନେ ବୁଲ୍ବାଇ । ଆଟେ ବାଟେ ଲକ୍ମନର୍ଟାନେଅନି ଜୁଆର୍ ପାଇକରି ସନ୍ମାନ୍ ପାଇବାକେ ମନ୍ କର୍ବାଇ । အခန်းကိုကြည့်ပါ။ |