36 ଦାଉଦ୍ ସୁକଲ୍ ଆତ୍ମାଇ ଅନି ଏନ୍ତି କଇଲା, ପର୍ମେସର୍ ମର୍ ମାପ୍ରୁକେ କଇଲା, “ମୁଇ ତର୍ ସତ୍ରୁମନ୍କେ ତର୍ ପାଦ୍ ତଲେ ନ ଆନ୍ବା ଜାକ ତୁଇ ମର୍ ଉଜାଆତ୍ବାଟେ ବସି ର ।”
ଦର୍ତନିର୍ ନାଉଁ ଦାରି ରାନ୍ ପାକାଆ ନାଇ, କାଇକେବଇଲେ, ସେଟା ପର୍ମେସରର୍ ପାଦ୍ ସଙ୍ଗଇବା ଜାଗା । ଜିରୁସାଲାମ୍ ଗଡର୍ ନାଉଁ ଦାରି ମିସା ରାନ୍ ପାକାଇବାଟା ଟିକ୍ ନାଇ, କାଇକେବଇଲେ ସେଟା ରାଜାମନର୍ ରାଜା ରଇବା ଜାଗା ।
“ଏ ମର୍ ବାଇବଇନିମନ୍, ଜନ୍ ଇସ୍କାରିୟତ୍ ଜିଉଦା ଜିସୁକେ ଦାରାଇଦେବାକେ ସତ୍ରୁମନ୍କେ ବାଟ୍ ଦେକାଇ ଆନିରଇଲା, ତାର୍ ବିସଇ, ଦାଉଦ୍ ସୁକଲ୍ଆତ୍ମାଇ ପୁରୁନ୍ଅଇ ବବିସତ୍କାତା ସୁନାଇ ରଇଲା । ଦରମ୍ ସାସ୍ତରର୍ କାତା ସିଦ୍ ଅଇବାକେ ଏଟା ଗଟ୍ବାର୍ ରଇଲା ।
ତେବେ ତାକର୍ ତାକର୍ ବିତ୍ରେ ଦଦାପେଲା ଅଇକରି ବାରଇ ଉଟିଗାଲାଇ । ପାଉଲ୍ ଗଟେକ୍ କାତା କଇଲା, ସୁକଲ୍ ଆତ୍ମା ତମର୍ ଆନିଦାଦିମନ୍କେ ଜିସାୟ ବବିସତ୍ବକ୍ତାର୍ ଡଣ୍ଡେଅନି ସତ୍ କାତା କଇରଇଲା !
କାଇକେବଇଲେ ପର୍ମେସର୍ ତାର୍ ସବୁ ସତ୍ରୁମନ୍କେ ଆରାଇ, ତାର୍ ପାଦ୍ତଲେ ଆନ୍ବାଜାକ କିରିସ୍ଟ ସାସନ୍ କର୍ବାର୍ ଆଚେ ।
ସବୁ ସାସ୍ତର୍ ପର୍ମେସରର୍ ଟାନେଅନି ଆଇଲା ଆଚେ, ଆରି ସେଟା ଲକ୍ମନ୍କେ ସିକାଇବାକେ, ବୁଲ୍ ଅଇଲାଟା ଟିକ୍ କର୍ବାକେ, ଟିକ୍ ବିସଇ କର୍ବାକେ, ଆରି ଲକ୍ମନ୍କେ ସିକାଇବାକେ ଆମ୍କେ ସାଇଜ କର୍ସି ।
ପର୍ମେସର୍ ତାର୍ କନ୍ ଦୁତ୍ମନ୍କେ ମିସା କଏନାଇ, “ମୁଇ ତମର୍ ଦୁତ୍ମନ୍କେ ତମର୍ ପାଦ୍ତଲେ ନ ସଙ୍ଗଇବା ଜାକ ମର୍ ଉଜାବାଟେ ବସି ରୁଆ ।”
ଲକ୍ମନ୍ ତେଇ ପୁର୍ବାକେ ପର୍ମେସର୍ ଆରି ଗଟେକ୍ ବେଲା ବାଚ୍ଲା । ସେ ବେଲା ଅଇଲାନି ଆଜି । ବେସି ବରସ୍ ପଚେ ପର୍ମେସର୍ ମୁଇ କଇଲା ବିସଇ ଦାଉଦର୍ ସାସ୍ତରେ ଲେକାଅଇରଇଲା, “ଆଜି ଜଦି ପର୍ମେସରର୍ ସବଦ୍ ସୁନ୍ଲେ ତମର୍ ମନ୍ ଆଁଟ୍ କରା ନାଇ ।”
କିରିସ୍ଟ କେନ୍ତି ଦୁକ୍କସ୍ଟ ମୁରଚ୍ଲା, ଆରି ସବୁ ନିନ୍ଦା ସାର୍ଲା ପଚେ ସେ କେନ୍ତି ଡାକ୍ପୁଟା ପାଇଲା, ସେ ବିସଇ ପର୍ମେସରର୍ ଆତ୍ମା ସେମନ୍କେ ଜାନାଇଲା । ଏଟା ସବୁ କେବେ ଅଇସି ଆରି କେନ୍ତାରି ଅଇସି, ସେଟା ଜାନ୍ବାକେ ସେମନ୍ ବେସି ମନ୍ କଲାଇ । ସେଟାର୍ପାଇ ସେମନ୍ ସେ ବିସଇ ମନ୍ଦିଆନ୍ କରି ପଡ୍ଲାଇ ।
କାଇକେବଇଲେ, ସେମନ୍ କେବେମିସା ନିଜର୍ତେଇଅନି କାଇ ବବିସତ୍ କାତା କଅତ୍ ନାଇ । ମାତର୍ ପର୍ମେସର୍ଟାନେଅନି ଆଇଲା କାତା ସୁକଲ୍ଆତ୍ମାର୍ ସାଇଜ ସଙ୍ଗ୍ କଇରଇଲାଇ ।