32 ଏ କାତା ସୁନି ସେ ଲକ୍ ଜିସୁକେ କଇଲା, “ଏ ଗୁରୁ, ପର୍ମେସର୍ ଗଟେକ୍ ସେ, ତାକେ ଚାଡିଦେଲେ ଆରି କେ ମିସା ନାଇ । ଏ କାତା ତମେ ଟିକ୍ ବାବେ କଇଆଚାସ୍ ।
ଜିସୁ କଇଲା, “ସବୁର୍ଟାନେଅନି ପର୍ତୁମର୍ ମୁକିଅ ଆଦେସ୍ ଅଇଲାନି, ସୁନା ଏ ଇସ୍ରାଏଲର୍ ଲକ୍ମନ୍ ମାପ୍ରୁ ଆମର୍ ପର୍ମେସର୍ ଗଟେକ୍ସେ ମାପ୍ରୁ ।
ପର୍ମେସର୍କେ ସବୁ ମନ୍ଦେଇକରି ସବୁ ଚିନ୍ତା ଦେଇକରି ଆରି ସବୁ ବପୁ ଦେଇ ଆଲାଦ୍ କର୍ବାର୍ ଆଚେ ଆରି ନିଜ୍କେ ଆଲାଦ୍ କଲା ପାରା ବିନ୍ ଲକ୍କେ ମିସା ଆଲାଦ୍ କର୍ବାର୍ଆଚେ ବଲିକରି ତମେ କଇଲା କାତା ଟିକ୍ ସେ । ଆମେ ପର୍ମେସର୍କେ ଜେତେକ୍ ଅମ୍ କଲେ ମିସା ଆରି ଜେତେକ୍ କାଇଟା ପୁଜ୍ଲେ ମିସା, ଏ ଦୁଇଟା ଆଦେସ୍ ବେସି ମୁକିଅ ।” ବଲି କଇଲା ।