3 ମାତର୍ ଚାସି ଲକ୍ମନ୍, ସାଉକାର୍ ପାଟାଇଲା ଗତିଦାଙ୍ଗ୍ଡାକେ ଦାରିକରି ମାରିପାକାଇଲାଇ ଆରି କାଇଟା ନ ଦେଇ ଚୁଚା ଆତେ ପାଟାଇଦେଲାଇ ।
ଆରି ଦେକା, ତେଇ ବାସାକରି ରଇଲା ଗଟେକ୍ କିଣାନିୟ ମାଇଜି ଜିସୁର୍ ଲଗେ ଆସି କଇଲା, “ଏ ଦାଉଦ୍ କୁଟୁମର୍ ମାପ୍ରୁ, ମକେ ଦୟାକରା । ମର୍ ଟକିକେ ଡୁମା ଦାର୍ଲା ଆଚେ ଆରି ସେ ବଡେ କସ୍ଟ ପାଇଲାନି ।”
ତାର୍ପଚେ ଅଙ୍ଗୁର୍ ତଲ୍ବା ବେଲା ଆଇଲାକେ, ସାଉକାର୍ ତାର୍ ଗଟେକ୍ ଗତିଦାଙ୍ଗ୍ଡାକେ ଅଙ୍ଗୁର୍ପଲର୍ ବାଗ୍ ବାଟା ପାଇବାକେ ଚାସିମନର୍ଲଗେ ପାଟାଇଲା ।
ସାଉକାର୍ ତାର୍ ଆରିଗଟେକ୍ ଗତି ଦାଙ୍ଗ୍ଡାକେ ଚାସିମନର୍ ଲଗେ ପାଟାଇଲା । ଚାସି ଲକ୍ମନ୍ ସେ ଗତିଦାଙ୍ଗ୍ଡାକେ ମିସା ମୁଣ୍ଡ୍ ପୁଟ୍ତେ ମାର୍ଲାଇ ଆରି ଇଜତ୍ ଜିକ୍ଲାଇ ।
ତମର୍ ଆନିଦାଦିମନ୍ ବବିସତ୍ବକ୍ତାମନ୍କେ ନ ସାଦିକରି ଚାଡିରଇଲାଇ କି ? ମସିଅ ଆଇସି ବଲି କେତେ କେତେ ବରସ୍ ଆଗ୍ତୁ ଜାନାଇବା ପର୍ମେସରର୍ କାତାଜାନାଉମନ୍କେ ମରାଇଲାଇ । ଏବେ ତମେ ତାକେ ବିସ୍ବାସେ ବିସ୍ ଦେଲାପାରା କରି ମରାଇଆଚାସ୍ ।
ଜିଉଦିମନ୍ ମାପ୍ରୁ ଜିସୁକେ ଆରି ବବିସତ୍ବକ୍ତାମନ୍କେ ମରାଇରଇଲାଇ ଆରି ଆମ୍କେ ମିସା ଦୁକ୍ କସ୍ଟ ଦେଇରଇଲାଇ । ସେମନର୍ଟାନେ ପର୍ମେସର୍ ସାନ୍ତି ନାଇ । ସେମନ୍ ସବୁ ମୁନୁସ୍ଜାତିର୍ ସତ୍ରୁ ।