ମାର୍କ 12:28 - ସତିଅର୍ ବାଟ୍ ନୁଆ ନିୟମ୍ 202028 ଜିସୁ ଆରି ସାଦୁକି ଦଲର୍ ଲକ୍ମନ୍ ଦଦା ପେଲା ଅଇବାବେଲେ ଗଟେକ୍ ନିୟମ୍ ସିକାଉ ତାର୍ ଲଗେ ଆଇଲା । ଜିସୁ ଲକ୍ମନର୍ ପର୍ସନର୍ ଉତର୍ ନିମାନ୍ସଙ୍ଗ୍ କଇବାଟା ସୁନିକରି, ତାକେ ପାଚାର୍ଲା, “କନ୍ ଆଦେସ୍ ସବୁର୍ଟାନେଅନି ଅଦିକ୍ ମୁକିଅ ?” အခန်းကိုကြည့်ပါ။ |
ଏଇ କୁଟିଆଲ୍ ଦରମ୍ଗୁରୁମନ୍ ଆରି ପାରୁସିମନ୍, ତମର୍ ଦସା କେଡେ ଇନସ୍ତା ଆରି କାକୁର୍ତି ଅଇସି ! ତମେ ପର୍ମେସରର୍ ପାଇ ବଲି ସାନ୍ ସାନ୍ ଜିନିସ୍ ଅଇଲେ ମିସା ଦସ୍ବାଗ୍ ଅନି ବାଗେକ୍ ଦାନ୍ କର୍ସା, ମାତର୍ ନିଆଇ, ଦୟା, ବିସ୍ବାସ୍ ଏନ୍ତି ମୁକିଅ ମୁକିଅ ବିସଇର୍ ନିୟମର୍ ସିକିଆ ଏଲା କଲାସ୍ନି । ପୁର୍ବର୍ ମୁକିଅ ବିସଇ ଏଲା ନ କରି, ଏ ସବୁଜାକ ଆଗ୍ତୁଅନିସେ ଅବିଆସ୍ କର୍ବାର୍ ରଇଲା ।