23 ସାତ୍ବାଇ ଜାକ ତାକେ ବିବା ଅଇରଇଲାଇ, ତେବେ ମରିକରି ଉଟ୍ଲା ବେଲେ, ସେ କାର୍ ମାଇଜି ଅଇସି ? ସାତ୍ବାଇ ଜାକ ତାକେ ବିବା ଅଇରଇଲାଇ ।”
ସାତ୍ବାଇ ଜାକ ସେ ମାଇଜିକେ ଗଟେକ୍ ଲକର୍ ପଚେ ଗଟେକ୍ ଲକ୍ ବିବା ଅଇରଇଲାଇ । ସାରାସାରି ସାତ୍ ବାଇ ଜାକ ପିଲାଟକି ନ ଅଇତେ ମରିଗାଲାଇ । ତାର୍ପଚେ ସେ ମାଇଜି ମିସା ମରିଗାଲା ।
ଜିସୁ ସେମନ୍କେ କଇଲା, “ଦରମ୍ ସାସ୍ତରେ ପର୍ମେସରର୍ କାଇଟା ଲେକା ଅଇଲା ଆଚେ ସେ ବିସଇ, ଆରି ତାର୍ ବପୁର୍ ବିସଇ ତମେ ନାଜାନି କରି ବୁଲ୍ ବାବ୍ଲାସ୍ନି ।