22 ସାତ୍ବାଇ ଜାକ ସେ ମାଇଜିକେ ଗଟେକ୍ ଲକର୍ ପଚେ ଗଟେକ୍ ଲକ୍ ବିବା ଅଇରଇଲାଇ । ସାରାସାରି ସାତ୍ ବାଇ ଜାକ ପିଲାଟକି ନ ଅଇତେ ମରିଗାଲାଇ । ତାର୍ପଚେ ସେ ମାଇଜି ମିସା ମରିଗାଲା ।
ସେଟାର୍ପାଇ ତାର୍ ପଚର୍ ବାଇ ସେ ମାଇଜିକେ ସଙ୍ଗଇଲା । ସେ ମିସା ପିଲାଟକି ନଇତେ ମରିଗାଲା । ତାର୍ପଚର୍ ବାଇ ମିସା ବିବା ଅଇ ପିଲାଟକି ନଇତେ ମରିଗାଲା ।
ସାତ୍ବାଇ ଜାକ ତାକେ ବିବା ଅଇରଇଲାଇ, ତେବେ ମରିକରି ଉଟ୍ଲା ବେଲେ, ସେ କାର୍ ମାଇଜି ଅଇସି ? ସାତ୍ବାଇ ଜାକ ତାକେ ବିବା ଅଇରଇଲାଇ ।”