20 ଏନ୍ତି ସାତ୍ ବାଇ ରଇଲାଇ, ସବୁର୍ଟାନେଅନି ବଡ୍ ବାଇ ବିବା ଅଇଲା । ମାତର୍ ପିଲାଟକି ନ ଅଇତେ ମରିଗାଲା ।
“ଏ ଗୁରୁ, ଜଦି ଗଟେକ୍ ଲକ୍ ବିବାଅଇକରି ପିଲାଜିଲା ନ ଅଇତେ ମରିଜାଇସି ବଇଲେ, ତାର୍ ବାଇ ସେ ମାଇଜିକେ ବିବାଅଇ ପିଲାଜିଲା ପାଇବାର୍ ଆଚେ । ଏନ୍ତି କଲେ ମରିଗାଲା ବାଇର୍ ପାଇ ସେ ପିଲାଟକିମନ୍ ତାର୍ ନାଉଁ ଦାର୍ବାଇ ବଲି ମସା ଆମର୍ପାଇ ନିଅମ୍ ଲେକିଦେଲା ଆଚେ ।
ସେଟାର୍ପାଇ ତାର୍ ପଚର୍ ବାଇ ସେ ମାଇଜିକେ ସଙ୍ଗଇଲା । ସେ ମିସା ପିଲାଟକି ନଇତେ ମରିଗାଲା । ତାର୍ପଚର୍ ବାଇ ମିସା ବିବା ଅଇ ପିଲାଟକି ନଇତେ ମରିଗାଲା ।