ମାର୍କ 12:19 - ସତିଅର୍ ବାଟ୍ ନୁଆ ନିୟମ୍ 202019 “ଏ ଗୁରୁ, ଜଦି ଗଟେକ୍ ଲକ୍ ବିବାଅଇକରି ପିଲାଜିଲା ନ ଅଇତେ ମରିଜାଇସି ବଇଲେ, ତାର୍ ବାଇ ସେ ମାଇଜିକେ ବିବାଅଇ ପିଲାଜିଲା ପାଇବାର୍ ଆଚେ । ଏନ୍ତି କଲେ ମରିଗାଲା ବାଇର୍ ପାଇ ସେ ପିଲାଟକିମନ୍ ତାର୍ ନାଉଁ ଦାର୍ବାଇ ବଲି ମସା ଆମର୍ପାଇ ନିଅମ୍ ଲେକିଦେଲା ଆଚେ । အခန်းကိုကြည့်ပါ။ |