ମାର୍କ 12:17 - ସତିଅର୍ ବାଟ୍ ନୁଆ ନିୟମ୍ 202017 ଜିସୁ କଇଲା, “ଏନ୍ତି ବଇଲେ ଜନ୍ଟା ରମିୟ ରାଜାର୍, ସେଟା ରମିୟ ରାଜାକେ ଆରି ଜନ୍ଟା ପର୍ମେସରର୍, ସେଟା ପର୍ମେସର୍କେ ଦିଆସ୍ ।” ଏ କାତା ସୁନିକରି ସେମନ୍ କାବା ଅଇଗାଲାଇ । အခန်းကိုကြည့်ပါ။ |
ସେଟାର୍ ପାଇ ଏ ବାଇବଇନିମନ୍, ଆମର୍ ଉପ୍ରେ ପରମେସରର୍ ବଡ୍ ଜିବନ୍ଦୁକାନିର୍ ଲାଗି, ତମ୍କେ ମୁଇ ବାବୁଜିଆ କଲିନି, ପରମେସରର୍ ଲଗେ ଗଟେକ୍ ବଲି ଇସାବେ ନିଜର୍ ଜିବନ୍ ସର୍ପିଦିଆସ୍ । ଏନ୍ତାରି ବଲି ଅଇବାଟା ମର୍ବାକେ ନଏଁ, ମାତର୍ ତାର୍ ସେବାକର୍ବାକେ ନିଜେ ସର୍ପି ଅଇବାଟା । ସେନ୍ତି ଅଇଲେ ପର୍ମେସର୍ ସାର୍ଦା ଅଇସି । ପର୍ମେସର୍କେ ଏ ରକାମ୍ ଉପାସନା କର୍ବାର୍ ଆଚେ ।