ମାର୍କ 12:14 - ସତିଅର୍ ବାଟ୍ ନୁଆ ନିୟମ୍ 202014 ସେମନ୍ ଜିସୁର୍ ଲଗେ ଆସିକରି, “ଏ ଗୁରୁ ତମେ ସତ୍ କାତା କଇଲାସ୍ନି ଆରି କାକେ ମିସା ନ ଡରାସ୍, ସବୁ ଲକ୍ମନ୍କେ ସମାନ୍ ଇସାବେ ଦେକ୍ଲାସ୍ନି ବଲି ଆମେ ଜାନିଆଚୁ । କାଇକେବଇଲେ ତମେ ଲକ୍ମନର୍ ଇସାବେ ନାଇ, ମାତର୍ ସତ୍ ବାବେ ସିକାଇଲାସ୍ନି । ଏବେ ଆମ୍କେ କୁଆ, ରମିଅ ରାଜାକେ ସିସ୍ତୁ ଦେବାଟା ନିୟମ୍ କି ନାଇ ?” အခန်းကိုကြည့်ပါ။ |