ମାର୍କ 12:12 - ସତିଅର୍ ବାଟ୍ ନୁଆ ନିୟମ୍ 202012 ତେଇ ଜିଉଦି ଲକର୍ ମୁକିଅ ପୁଜାରିମନ୍ ଜିସୁକେ ବାନ୍ଦିନେବାକେ ବାଟ୍ କଜ୍ଲାଇ । କାଇକେବଇଲେ ଜିସୁ ଆମର୍ ବିରଦେ ଏ କାତାନି କଇଲାଇନି ବଲିକରି ସେମନ୍ ଜାନିରଇଲାଇ । ମାତର୍ ଲକ୍ମନ୍ ଆମ୍କେ କାଇ କାଇଟା କର୍ବାଇ। ବଲିକରି ଡରି, ତାକେ ଚାଡିକରି ଉଟିଗାଲାଇ । အခန်းကိုကြည့်ပါ။ |